Posts
ମନସା ର ମାନବିକତା
ପାରାଦୀପ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମନସା ଚାରିଟେବୁଲ ଟ୍ରଷ୍ଟ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l
ନବୀନ ପଟ୍ଟନାୟକ ଙ୍କ ବିରଳ ରେକର୍ଡ଼
ଦେଶର ଦ୍ୱିତୀୟ ଦୀର୍ଘତମ ଅବଧି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ବିରଳ ରେକର୍ଡ଼ ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି।
କେନାଲରେ ଭାସିଗଲା ୪ ବର୍ଷର ନାବାଳକ
ଛତ୍ରପୁର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ୪ ବର୍ଷର ନାବାଳକ ଚନ୍ଦନ ପ୍ରଧାନ ଗାଁ ନିକଟ କେନାଲରେ ଭାସିଯାଇ ପ୍ରାଣ ହରାଇଛି।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଇନମ୍ୟାନ ମୃତ
ଜଣେ ବ୍ୟକ୍ତିଙ୍କ ଘରର ବିଦ୍ୟୁତ ମିଟରକୁ ଯାଇଥିବା ତାର ସଂଯୋଗ କରିବା ବେଳେ ଅଚାନକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଇନମ୍ୟାନଙ୍କ ଜୀବନ ଚାଲି ଯାଇଛି।
୧୭ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା ।
ରାଜ୍ୟରେ ଡେଙ୍ଗୁ ଏବେ ନିୟନ୍ତ୍ରଣରେ
ରାଜ୍ୟରେ ଡେଙ୍ଗୁ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି ସୁଦ୍ଧା ୧୭୩୪୮ ଜଣଙ୍କର ପରୀକ୍ଷା ହୋଇଛି
ହୀରାକୁଦ ଖୋଲିଲେ କିଛି ଅସୁବିଧା ନାହିଁ : ଏସଆରସି
ସାରା ରାଜ୍ୟରେ ବର୍ଷା ଜାରି ରହିଛି । କେତେକ ସ୍ଥାନରେ ମୂଷଳ ଧାରାରେ ବର୍ଷା ମଧ୍ୟ ହୋଇଛି
ରାଜ୍ୟରେ ଭଲ ବର୍ଷା ହେବା ସମ୍ବାବନା
ଆସୁଥିବା ଦୁଇ ସପ୍ତାହ ରାଜ୍ୟର ସମସ୍ତ ଅଂଚଳରେ ଭଲ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ
ମହିଳା ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ
୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ମହିଳା ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ
ଫୁଟିଲା ବୋମା, ୩ ଗୁରୁତର
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ବୋମା । ନୟାଗଡ ଦଶପଲ୍ଲା ଥାନା ଟାକେରା ଗ୍ରାମରେ ଏହି ବୋମାମାଡ ହୋଇଛି
ମଣିପୁର ଭାଇରାଲ ଭିଡ଼ିଓ ଘଟଣାରେ ୪ ଗିରଫ
ସମଗ୍ର ଦେଶକୁ ସ୍ତବ୍ଧ କରିଥିବା ମଣିପୁର ଭାଇରାଲ ଭିଡ଼ିଓ ଘଟଣାରେ ମାଷ୍ଟର ମାଇଣ୍ଡ ସହ ଏଯାବତ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ...
ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି








