Posts

State

ରାମା ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଯୋଗଦେଲେ ଲୋକସଭା ବାଚସ୍ପତି ଓମ...

ସ୍ୱର୍ଗୀୟ ରାମଦାସ ଅଗ୍ରୱାଲଙ୍କ ବିଚାରଙ୍କୁ ସମ୍ମାନ ଜଣାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

State

ସତ୍ୟପାଠ ଦାଖଲ କଲେ ମେଜର ଓ ତାଙ୍କ ବାନ୍ଧବୀ

ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ମରାଯିବା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କଲେ ମେଜର ଓ ତାଙ୍କ ବାନ୍ଧବୀ

State

ଆଜି ସକାଳ ସୁଦ୍ଧା 1178 ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି: ରାଜସ୍ବ...

14 ଜିଲ୍ଲା ପ୍ରଭାବିତ ହୋଇଥିବା ନେଇ ରାଜସ୍ବ ଓ ବିପର୍ଯୟ ମନ୍ତ୍ରୀ ଙ୍କ ସୂଚନା

State

ସରକାରୀ ଅର୍ଥର ଦୁରୁପଯୋଗ କରି ସରପଞ୍ଚ ନିଲମ୍ବିତ

ସରକାରୀ ଅର୍ଥର ଦୁରୁପଯୋଗ ଅଭିଯୋଗରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ବରାହିପୁର ସରପଞ୍ଚ ରଶ୍ମିତା ସ୍ୱାଇଁଙ୍କୁ ନିଲମ୍ବନ କରାଯାଇଛି

State

୯୨% ଘରକୁ ବିଦ୍ୟୁତ ସଂଯୋଗ ସ୍ୱାଭାବିକ

ବାତ୍ୟା ଦାନା ପ୍ରଭାବରେ ଏବେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି

Paradip

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର

ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ

Bhubaneswar

ରାଜଧାନୀରେ ବାଘ ଆତଙ୍କର ପର୍ଦ୍ଦାଫାସ

ରାଜଧାନୀରେ ବାଘ ବୁଲୁନି, ବୁଲୁଛି ବଣଭୂଆ

State

ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା

ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ତା'ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି।

State

ଝାଡ଼ଖଣ୍ଡ ପାଇଁ ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ବିଜେପି

State

ଗ୍ରାଉଣ୍ଡ୍ ଜିରୋରେ କ୍ଷୟକ୍ଷତି ଆକଳନ କଲେ ନୀଳଗିରି ବିଧାୟକ ଓ ଉପଜିଲ୍ଲାପାଳ

ବାତ୍ୟା ଦାନା ପ୍ରଭାବରେ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

State

ଟଳିଲା ବାତ୍ୟା ବିପଦ, ପର୍ଯ୍ୟଟକଙ୍କୁ ପୁରୀ ଆସିବାକୁ ନିବେଦନ କଲେ...

ଟଳିଲା ବାତ୍ୟା ବିପଦ। ମହାପ୍ରଭୁଙ୍କ କୃପାରୁ ବାତ୍ୟା ଦାନାର ପ୍ରଭାବ ପୁରୀରେ ପଡ଼ିନାହିଁ

State

ଏମକେସିଜିର ରାଗିଂ ଅଭିଯୋଗ, ଆଜି ବସିବ ବୈଠକ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ଆସିଛି ସାଂଘାତିକ ଅଭିଯୋଗ

State

ମାନବିକତା ଦେଖାଇଲେ ଆଶାକର୍ମୀ

ମାନବିକତା ଦେଖାଇଲେ ଆଶାକର୍ମୀ । ନିଜ କାନ୍ଧରେ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ବୋହି ଆଣିଲେ

State

ଚାନ୍ଦବାଲିରେ ସର୍ବାଧିକ 158.6 ମିମି ବର୍ଷା ରେକର୍ଡ

ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ

State

ଓଡ଼ିଶାକୁ ପ୍ରଶଂସା କଲେ ମୋଦି

କେନ୍ଦ୍ରମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

State

ସୃଷ୍ଟି ହୋଇନାହିଁ ଦାନାର ଆଖି

ଲ୍ୟାଣ୍ଡଫଲ୍ ପୂର୍ବରୁ ଆଇଏମଡ଼ି ଡିଜି ବାତ୍ୟା ସଂପର୍କରେ ଦେଲେ ସବିଶେଷ ସୂଚନା

Puri

ଶ୍ରୀକ୍ଷେତ୍ରର ପରିବେଶ ଆଜି ସମ୍ପୂର୍ଣ୍ଣ ଖାଁ ଖାଁ

ବାତ୍ୟା ଦାନା ପ୍ରଭାବରେ ଶ୍ରୀକ୍ଷେତ୍ରର ପରିବେଶ ଆଜି ସମ୍ପୂର୍ଣ୍ଣ ଖାଁ ଖାଁ