Posts
ପେଟିଏମ୍ ଫାଷ୍ଟଟ୍ୟାଗକୁ ନେଇ ଏନଏଚଏଆଇର ବଡ ନିଷ୍ପତ୍ତି
ପେଟିଏମ୍ ବ୍ୟବହାରକାରୀଙ୍କୁ ଏବେ ନୂଆ ଫାଷ୍ଟଟ୍ୟାଗ୍ କିଣିବାକୁ ପଡିବ ।
କଂଗ୍ରେସ ଏବଂ ଯୁବ କଂଗ୍ରେସର ସମସ୍ତ ଆକାଉଣ୍ଟକୁ ଫ୍ରିଜ୍: ଅଜୟ ମାକନ
ଆମ ଦେଶକୁ ତାଲାବନ୍ଦ କରି ଦିଆଯାଇଛି । ଆମ ଦେଶର ଗଣତନ୍ତ୍ର ଫ୍ରିଜ୍ ହୋଇଯାଇଛି ।
ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା
ଆଜି ସମ୍ପୂର୍ଣ ଭାରତ ବନ୍ଦ। ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ପାରାଦୀପରେ ୩ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଆଜି ପାରାଦୀପରେ ତିନିଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସାଇବର ଠକେଇର ନୂଆ ତରିକା
ଲୋକଙ୍କୁ ଟାର୍ଗେଟ କରିବାକୁ ସ୍କାମର୍ସ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି ।
ରାସ୍ତାକଡ଼କୁ ଓଲଟିଲା ସ୍କୁଲ ଭ୍ୟାନ୍; ୬ ଆହତ
ଛାତ୍ରଛାତ୍ରୀମାନେ ସ୍କୁଲ ଯିବାବେଳେ ଓଲଟିଲା ଭ୍ୟାନ୍। ଦୁର୍ଘଟଣାରେ ୬ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି
ଦୁଇ ଯବାନଙ୍କୁ ଏୟାର ଲିପ୍ଟ
ବୌଦ୍ଧ ଜିଲା ନଳୀକୁମ୍ପା ଜଙ୍ଗଲରେ ଗୁରୁବାର ମାଓବାଦୀମାନେ ଲ୍ୟାଣ୍ଡ୍ମାଇନ୍ ବିଛାଇଥିଲେ।
କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ଜାରି ହୋଇଛି ଗୁରୁତ୍ୱପୂର୍ଣ୍ଣ ସୂଚନା।
ଦିଲ୍ଲୀ ହାଇକୋର୍ଟରୁ ବୋମା ପକାଇ ଉଡ଼ାଇ ଦେବାକୁ ଆସିଲା ଧମକ
‘ବୋମା ଲଗାଇ ଉଡାଇ ଦେବୁ କୋର୍ଟ। କାହାକୁ ବି ଛଡା ଯିବ ନାହିଁ। ଯିଏ ଆସିବ ତାକୁ ଉଡାଇଦେବୁ।
ଚାଲିଗଲେ ଅନୁଭବ ମହାନ୍ତି ଙ୍କ ବାପା
ପରଲୋକରେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମପି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି।
ନିର୍ବାଚନୀ ବଣ୍ଡ୍ ଯୋଜନା ରଦ୍ଦ କଲେ ସୁପ୍ରିମକୋର୍ଟ
ନିର୍ବାଚନୀ ବଣ୍ଡ୍ ଯୋଜନାର ବୈଧତା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁୁରୁବାର ନିଜ ରାୟ ଶୁଣାଇଛନ୍ତି।
ଚାଷୀ ଆନ୍ଦୋଳନ: ଆଜି କୃଷକ ନେତାଙ୍କୁ ଭେଟିବ ତିନି ଜଣିଆ କେନ୍ଦ୍ରମନ୍ତ୍ରୀ...
ପଞ୍ଜାବ-ହରିୟାଣା ସୀମାରେ ବିକ୍ଷୋଭକାରୀ ଚାଷୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ତିନି କେନ୍ଦ୍ର ମନ୍ତ୍ରୀଙ୍କ ଏକ କମିଟି ଗୁରୁବାର ଚଣ୍ଡିଗଡ଼ରେ...
ଆମ ବସଷ୍ଟାଣ୍ଡ ଅଧିନରେ ୧୩ଟି ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ...
ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାକୁ ଆମ ବସଷ୍ଟାଣ୍ଡ ଯୋଜନାର ପରିକଳ୍ପନା କରାଯାଇଥିଲା ।
ଭିଜିଲାନ୍ସ ପଞ୍ଝାରେ RTO, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି...
ଭିଜିଲାନ୍ସ ଜାଲରେ ଆର୍ଟିଓ । ବୌଦ୍ଧ ଆର୍ଟିଓ ବସନ୍ତ କୁମାରମ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ ।
ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର
ଗୁରୁବାର ଓଡିଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ୭ଜଣିଆ ଟିମ୍ ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି।
ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ
ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ । ପୂର୍ବରୁ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ଘୋଷଣା କରିଛି ବିଜେଡି ।








