ପୋଲିସ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ : ୪ ଜଣ ନକ୍ସଲ ମୃତ
ଛତିଶଗଡ଼ ବିଜାପୁରରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ

ଛତିଶଗଡ଼ ବିଜାପୁରରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି । ବହୁ ସଂଖ୍ୟକ ନକ୍ସଲ ଆହତ ହୋଇଥିବା ବିଷୟରେ ସୂଚନା ଗ୍ରହଣ କରାଯାଉଛି । ବହୁ ଅସ୍ତ୍ର ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ପୋଲିସ ଏବେ ମଧ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛି।