ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
କଂଗ୍ରେସ ପକ୍ଷରୁ ସୋମବାର ଲୋକସଭା ସହିତ ବିଧାନସଭା ପ୍ରାର୍ଥୀତାଲିକା ମଧ୍ୟ ଘୋଷଣା କରାଯାଇଛି

ବିଜେପି, ବିଜେଡି ପରେ ଆସିଲା କଂଗ୍ରେସ ପ୍ରାର୍ଥୀ ତାଳିକା
ବିଜେପି ଓ ବିଜେଡି ପରେ ଆଜି ଆସିଛି କଂଗ୍ରେସର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା। କଂଗ୍ରେସ ଆଜି ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅଛନ୍ତି ବହୁ ହେଭିୱେଟ୍ ନେତା।
ବଲାଙ୍ଗିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଅଭିନେତା ମନୋଜ ମିଶ୍ର। ଆଉ ବିଜୟ ପଟ୍ଟନାୟକ ପାରଳାଖେମୁଣ୍ଡିରୁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି।
କଂଗ୍ରେସ ଲୋକସଭା ପ୍ରାର୍ଥୀ ତାଲିକା:
ବରଗଡ଼ରୁ ସଂଜୟ ଭୋଇ,
ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ,
ବଲାଙ୍ଗିରରୁ ମନୋଜ ମିଶ୍ର,
କଳାହାଣ୍ଡିରୁ ଦ୍ରୌପଦୀ ମାଝୀ,
ନବରଙ୍ଗପୁରରୁ ଭୁଜବଳ ମାଝୀ,
କନ୍ଧମାଳରୁ ଅମିର ଚାନ୍ଦ ନାୟକ
ବ୍ରହ୍ମପୁରରୁ ରଶ୍ମିରଂଜନ ପଟ୍ଟନାୟକ ଓ
କୋରାପୁଟରୁ ସପ୍ତଗିରି ଉଲାକା ସାଂସଦ ପ୍ରାର୍ଥୀ ହୋଇଛନ୍ତି।
ସେହିପରି କଂଗ୍ରେସ ପକ୍ଷରୁ ସୋମବାର ଲୋକସଭା ସହିତ ବିଧାନସଭା ପ୍ରାର୍ଥୀତାଲିକା ମଧ୍ୟ ଘୋଷଣା କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ ୪୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ କିଏ କେଉଁ ବିଧାନସଭା ଆସନରୁ ଲଢିବେ ଆସନ୍ତୁ ଜାଣିବା
ଓଡିଶା ବିଧାନସଭା ପାଇଁ କଂଗ୍ରେସର ୪୯ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାଥୀ ତାଲିକା ଘୋଷଣା
-୧. ପଦ୍ମପୁର- ଟଙ୍କଧର ସାହୁ
-୨. ବିଜେପୁର- କିଶୋର ଦଫାଦାର
-୩. ବରଗଡ଼- ନିପନ ଦାସ
-୪. ଭଟଲୀ- ବ୍ରହ୍ମା ମହାକୁଡ଼
-୫. ବ୍ରଜରାଜନଗର- କିଶୋର ପଟେଲ
-୬. ତଳସରା- ପ୍ରବୋଧ ତିର୍କୀ
-୭. ସୁନ୍ଦରଗଡ଼- ସୁଧାରାଣୀ ରାଉଡ଼ିଆ
-୮. ବୀରମିତ୍ରପୁର - ଜେଏମଏମ ପ୍ରାର୍ଥୀ ଦେବ
-୯. ରଘୁନାଥପାଲୀ- ଗୋପାଳ ଦାସ
-୧୦. ରାଉରକେଲା- ବୀରେନ୍ଦ୍ର ନାଥ ପଟ୍ଟନାୟକ
-୧୧. ରାଜଗାଙ୍ଗପୁର- ରାଜନ ଏକ୍କା
-୧୨. ବଣାଇ - ସିପିଆଇଏମ ପ୍ରାର୍ଥୀ ଦେବ
-୧୩. ଲୋଇସିଂହା- ଓମ୍ ପ୍ରକାଶ କୁମ୍ଭାର
-୧୪ ପାଟଣାଗଡ଼- ଅନୀଲ ମେହେର
-୧୫. ବଲାଙ୍ଗିର- ସମରେନ୍ଦ୍ର ମିଶ୍ର
-୧୬. କଣ୍ଟାବାଂଜି- ସନ୍ତୋଷ ସିଂ ସାଲୁଜା
-୧୭. ନୂଆପଡା - ଶରତ ପଟ୍ଟନାୟକ
-୧୮. ଉମରକୋଟ- ସନରାଜ ଗଣ୍ଡ
-୧୯. ଝରିଗାଁ- ହାରାବତୀ ଗଣ୍ଡ
-୨୦. ନବରଙ୍ଗପୁର- ଦିଲୀପ ପ୍ରଧାନୀ
-୨୧. ଡାବୁଗାଁ- ଲିପିକା ମାଝୀ
-୨୨. ଲାଞ୍ଜିଗଡ଼- ବଳଭଦ୍ର ମାଝୀ
-୨୩. ଜୁନାଗଡ଼- ତୁଳେଶ୍ବର ନାଏକ
-୨୪. ଧର୍ମଗଡ଼- ରଶ୍ମୀରେଖା ରାଉତ
-୨୫. ଭବାନୀପାଟଣା- ସାଗର ଦାସ
-୨୬. ନର୍ଲା- ଭକ୍ତ ଚରଣ ଦାସ
-୨୭. ବାଲିଗୁଡ଼ା- ସୁରଦ ପ୍ରଧାନ
-୨୮. ଜି.ଉଦୟଗିରି- ପ୍ରଫୁଲ୍ଲ ପ୍ରଧାନ
-୨୯. ଫୁଲବାଣୀ- ପ୍ରତିଭା କହଁର
-୩୦. କଣ୍ଟାମାଳ- ମନୋଜ ଆଚାର୍ଯ୍ୟ
-୩୧. ବୌଦ୍ଧ- ନବ ମିଶ୍ର
-୩୨. ଭଂଜନଗର- ପ୍ରଶାନ୍ତ ବିଷୋୟୀ
-୩୩. ପୋଲସରା- ଅଗସ୍ତୀ ବରଦା
-୩୪. କବିସୂର୍ଯ୍ୟନଗର- ଚିରଂଜୀବ ବିଷୋୟୀ
-୩୫. ସୋରଡ଼ା- ହରିକ୍ରିଷ୍ଣା ରଥ
-୩୬. ସାନଖେମୁଣ୍ଡି- ରମେଶ ଜେନା
-୩୭. ଚିକିଟି- ରବୀନ୍ଦ୍ର ଦ୍ୟାନସାମନ୍ତରାୟ
-୩୮. ମୋହନା- ଦାଶରଥୀ ଗମାଙ୍ଗ
-୩୯. ପାରଳାଖେମୁଣ୍ଡି- ବିଜୟ ପଟ୍ଟନାୟକ
-୪୦. ଗୁଣପୁର- ସତ୍ୟଜିତ ଗମାଙ୍ଗ,
-୪୧. ବିଷମକଟକ- ନୀଳମାଧବ ହିକକା
-୪୨. ରାୟଗଡ଼ା- ଆପଲସ୍ବାମୀ କାଡ୍ରାକା
-୪୩. ଲକ୍ଷ୍ମୀପୁର- ପବିତ୍ର ସାଉଁନ୍ତା
-୪୪. କୋଟପାଡ଼- ଅନାମ ଦିଆନ
-୪୫. ଜୟପୁର- ତାରା ବାହିନୀପତି
-୪୬. କୋରାପୁଟ- କୃଷ୍ଣଚନ୍ଦ୍ର କୁଳଦୀପ
-୪୭. ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ
-୪୮. ମାଲକାନଗିରି- ମାଲା ମାଢ଼ୀ
-୪୯. ଚିତ୍ରକୋଣ୍ଡା- ମଙ୍ଗୁ ଖିଲ