ମୁଁ ମିଛୁଆ ନୁହେଁ କହିଲେ ଦେବୀ

ଦେବୀ ମିଶ୍ର ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କହିବା ଭିଡିଓ ଭାଇରାଲ ପ୍ରସଙ୍ଗ

ମୁଁ ମିଛୁଆ ନୁହେଁ କହିଲେ ଦେବୀ

ଦେବୀ ମିଶ୍ର ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କହିବା ଭିଡିଓ ଭାଇରାଲ ପ୍ରସଙ୍ଗ । ବକ୍ତବ୍ୟକୁ କଦର୍ଥ କରାଯାଇଥିବା କହିଲେ ବିଜେଡି ବିଧାୟକ ଦେବୀ । ମୁଁ କହୁ କହୁ କହିନି, ମୁଁ ଛୁଆ ନୁହେଁ, ମୁଁ ସୁସ୍ଥ ମସ୍ତିସ୍କରେ ଅଛି ବୋଲି କହିଲେ ଦେବୀ । ମୋ କଥାକୁ କଦର୍ଥ କରାଯାଇଛି, କିଏ କଣ ଭାବାର୍ଥକୁ କଦର୍ଥ କରିଛି । ଭାଷଣ ଦେବାକୁ ୩ ମିନିଟ ସମୟ ଦିଆଯାଇଥିଲା ବୋଲି କହିଲେ ଦେବୀ । ମୁଁ କହିଥିଲି ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ନୁଦାନ ଦେଇଛନ୍ତି । ଯାହା ପ୍ରଚାର କରାଯାଉଛି ତାହା ଭୁଲ୍‌, ମନ୍ତବ୍ୟ କଦର୍ଥ କରାଯାଉଛି ।