୩୦ରୁ ଗଡିବ ସାଇବର କ୍ରାଇମ ରଥ

୩୦ ତାରିଖରୁ ସବୁ ଜିଲ୍ଲାରେ ଗଡିବ ସାଇବର ସଚେତନତା ରଥ

୩୦ରୁ ଗଡିବ ସାଇବର କ୍ରାଇମ ରଥ

୩୦ ତାରିଖରୁ ସବୁ ଜିଲ୍ଲାରେ ଗଡିବ ସାଇବର ସଚେତନତା ରଥ । ସାଇବର ସୁରକ୍ଷା ଗୀତ ଓ ଲୋଗୋର ଉନ୍ମୋଚନ କଲେ ପୋଲିସ ଡିଜି । ସାଇବର କ୍ରାଇମ ନିମନ୍ତ୍ରଣର ସାରଥୀ ହେବେ ଅଙ୍ଗନବାଡି ଓ ଆଶାକର୍ମୀ । ମିଶନଶକ୍ତି ମହିଳା ବି ସାଇବର କ୍ରାଇମ୍ ସଚେତନତା ଦିଗରେ କାମ କରିବେ ବୋଲି ସୂଚନା ରହିଛି । ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ ଏମାନେ ସଚେତନ କରିବେ ବୋଲି ଖବର ସାମ୍ନାକୁ ଆସିଛି ।