ମରୋକ୍କୋରେ ଭୂମିକମ୍ପରେ ପ୍ରାଣହାନି ନେଇ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ

ଆଫ୍ରିକୀୟ ଦେଶ ମରୋକ୍କୋରେ ଆସିଥିବା ଭୟାବହ ଭୂମିକମ୍ପରେ ଦୁଇ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି

ମରୋକ୍କୋରେ ଭୂମିକମ୍ପରେ ପ୍ରାଣହାନି ନେଇ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଦୁଃଖ ପ୍ରକାଶ

ଆଫ୍ରିକୀୟ ଦେଶ ମରୋକ୍କୋରେ ଆସିଥିବା ଭୟାବହ ଭୂମିକମ୍ପରେ ଦୁଇ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମରୋକ୍କୋରେ ଭୂମିକମ୍ପରେ ମୂଲ୍ୟବାନ ଜୀବନ ଯାଇଥିବାରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ଦୁଃଖଦ ସମୟରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତିି ମୁଖ୍ୟମନ୍ତ୍ରୀ। ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।