ପକ୍ଷୀ ମାରୀ ଯୁବକ ଗିରଫ

ରାଜକନିକା ଅଞ୍ଚଳର ଯୁବକଙ୍କୁ ଗିରଫ କଲା ବନ ବିଭାଗ

ପକ୍ଷୀ ମାରୀ ଯୁବକ ଗିରଫ

ପକ୍ଷୀ ମାରୀ ଭିଡିଓ ଭାଇରାଲ କରିଥିବା ଯୁବକ ଗିରଫ । ରାଜକନିକା ଅଞ୍ଚଳର ଯୁବକଙ୍କୁ ଗିରଫ କଲା ବନ ବିଭାଗ । ଚିଙ୍ଗୁଡି ଘେରିରୁ ଚିଙ୍ଗୁଡି ଖାଇବାରୁ ମାଛରଙ୍କାକୁ ମାରିଥିଲା ଯୁବକ ।ମାଛରଙ୍କା ପକ୍ଷୀକୁ ଅତି ନିର୍ଦ୍ଦୟ ଭାବରେ ଥଣ୍ଟକୁ ଧରି ମାରିଥିଲା । ପରେ ମରିବାର ଭିଡିଓ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲା ।