ସାମ୍ବାଦିକ ସଂଘ ସଭାପତି ଦିପକ ପ୍ରଧାନ ମା ସ୍ବର୍ଗତ ଉଷାରାଣୀ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ସଭାପତି ଦିପକ ପ୍ରଧାନ ଙ୍କ ମା ଉଷାରାଣୀ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ନିଜ ବାସସ୍ଥାନ ନନପଡା ଉଷାଭବନ ରେ ଦିନ ୧ ସମୟରେ ଅନୁଷ୍ଠିତ ହୋଇଯାଇଛି।

ସାମ୍ବାଦିକ ସଂଘ ସଭାପତି ଦିପକ ପ୍ରଧାନ ମା ସ୍ବର୍ଗତ ଉଷାରାଣୀ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ସାମ୍ବାଦିକ ସଂଘ ସଭାପତି ଦିପକ ପ୍ରଧାନ ମା ସ୍ବର୍ଗତ ଉଷାରାଣୀ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ।

ଟାଙ୍ଗୀ ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦିପକ ପ୍ରଧାନ ଙ୍କ ମା ଉଷାରାଣୀ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ନିଜ ବାସସ୍ଥାନ ନନପଡା ଉଷାଭବନ ରେ ଦିନ ୧ ସମୟରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାମମନ୍ଦିର ଓ ଜଗନ୍ନାଥ ମନ୍ଦିର ସମେତ ପ୍ରଶାସନିକ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ଯୋଗଦେଇଥିଲେ । ସ୍ବର୍ଗତ ଉଷାରାଣୀ ପ୍ରଧାନ ଙ୍କ ଫଟୋ ଚିତ୍ରରେ ପୁଷ୍ଟ ମାଲ୍ୟାର୍ପଣ କରିଥିଲେ ପୁଅ ଦିପକ ପ୍ରଧାନ ପିଣ୍ଡଦାନ କରିଥିଲେ। ସ୍ବର୍ଗତ ଉଷାରାଣୀ ପ୍ରଧାନ ଇଂଜିନିୟର ଶ୍ରୀଯୁକ୍ତ ଅପର୍ତ୍ତି ପ୍ରଧାନ ଙ୍କ ସହଧର୍ମିଣୀ ଅଟନ୍ତି ବିଶିଷ୍ଟ ବ୍ୟକ୍ତି ମାନେ ଶ୍ରୀଯୁକ୍ତ ପ୍ରଧାନ ଙ୍କ ସହ ଭେଟି ଶାନ୍ତନା ଦେବା ସହ ଧର୍ଯ୍ୟ ରଖିବାକୁ ନିବେଦନ କରିଥିଲେ ।ସେ ଜଣେ ଧର୍ମ ପରାୟଣ ଓ ସଚ୍ଚୋଟତା ମହିଳା ଥିଲେ କାର୍ଯ୍ୟକ୍ରମ ରେ ପରିବାର ର ସମସ୍ତ ଉପସ୍ଥିତ ଥିଲେ ସମସ୍ତ ଙ୍କ ପାଇଁ ପଂକ୍ତି ଭୋଜନ ର ବ୍ୟବସ୍ତା କରାଯାଇଥିଲା ସନ୍ଧ୍ୟା ସମୟରେ ଭଜନ କୀର୍ତ୍ତନ କରାଯାଇଥିଲା। ସାମ୍ବାଦିକ ସଂଘ ର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ