State

ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଆମ ହସ୍ପିଟାଲ ଲୋକାର୍ପିତ

‘ଆମ ହସ୍ପିଟାଲ’ ଲୋକାର୍ପିତ , ରୋଗୀଙ୍କୁ ସୁବିଧାରେ ମିଳିବ ଉନ୍ନତ ସ୍ବାସ୍ଥ୍ୟସେବା : ମୁଖ୍ୟମନ୍ତ୍ରୀ

ଇସିଆଇଙ୍କ ନିର୍ବାଚନ ପ୍ରସ୍ତୁତି ଚୂଡ଼ାନ୍ତ

ଜିଲ୍ଲାପାଳ ଓ ଏସ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ- ସବୁ ରାଜନୈତିକ ଦଳ ପ୍ରତି ରଖ ସମାନ ମନୋଭାବ

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରୀତି ପାଣିଗ୍ରାହୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି ପ୍ରୀତି ପାଣିଗ୍ରାହୀ।

ଚିଲିକା ଗସ୍ତରେ ତ୍ରିପୁରା ରାଜ୍ୟପାଳ, କଲେ ମା' କାଳିଜାଇ ଦର୍ଶନ

ଆଜି ପୂର୍ବାହ୍ନରେ ତ୍ରିପୁରା ରାଜ୍ୟପାଳ ନାଲୁ ଇନ୍ଦ୍ରସେନ ରେଡ୍ଡୀ ନିଜ ପତ୍ନୀଙ୍କ ସହ ଚିଲିକା ଗସ୍ତରେ ଆସିଛନ୍ତି।

ନିର୍ବାଚନ ପ୍ରସ୍ତୁତି: ବୁଥ ଉପରେ ନଜର ରଖିବ ଡ୍ରୋନ

ବୁଥ ଉପରେ ନଜର ରଖିବ ଡ୍ରୋନ । ୭୦ ପ୍ରତିଶତ ବୁଥରେ ଲାଗିବ ସିସିଟିଭି କ୍ୟାମେରା

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପାରାଦୀପରେ  ୩ଟି ପ୍ରକଳ୍ପ ର ଭିତ୍ତିପ୍ରସ୍ତର...

JSW Utkal Steel Limited ର ୬୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ୧୩.୨ MTPA ଇଣ୍ଟିଗ୍ରେଟେଡ ଇସ୍ପାତ କାରଖାନା, ReNew E-Fuels Private Ltd.ର ୨୨...

କୋରାପୁଟ ଜିଲ୍ଲାର ଲୋକାର୍ପିତ ହେଲା ସେମିଳିଗୁଡା ବସଷ୍ଟାଣ୍ଡ

କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ନିର୍ମାଣଧିନ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି।

କୋଟିପତି ଆରଟିଓ ଗିରଫ

ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ପେଟିଏମ୍ ଫାଷ୍ଟଟ୍ୟାଗକୁ ନେଇ ଏନଏଚଏଆଇର ବଡ ନିଷ୍ପତ୍ତି

ପେଟିଏମ୍ ବ୍ୟବହାରକାରୀଙ୍କୁ ଏବେ ନୂଆ ଫାଷ୍ଟଟ୍ୟାଗ୍ କିଣିବାକୁ ପଡିବ ।

ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ

ପୁଣି ଦନ୍ତା ନେଲା ଆଉ ଏକ ଜୀବନ।

ସାଇବର ଠକେଇର ନୂଆ ତରିକା

ଲୋକଙ୍କୁ ଟାର୍ଗେଟ କରିବାକୁ ସ୍କାମର୍ସ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି ।

ରାସ୍ତାକଡ଼କୁ ଓଲଟିଲା ସ୍କୁଲ ଭ୍ୟାନ୍; ୬ ଆହତ

ଛାତ୍ରଛାତ୍ରୀମାନେ ସ୍କୁଲ ଯିବାବେଳେ ଓଲଟିଲା ଭ୍ୟାନ୍। ଦୁର୍ଘଟଣାରେ ୬ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି

ଜେଲ ଗଲେ ସଂଯୁକ୍ତା ମହଲା

ଏତଲା ପରେ ଗିରଫ ହୋଇ ଜେଲ ଗଲେ ସଂଯୁକ୍ତା ମହଲା

ଦୁଇ ଯବାନଙ୍କୁ ଏୟାର ଲିପ୍ଟ

ବୌଦ୍ଧ ଜିଲା ନଳୀକୁମ୍ପା ଜଙ୍ଗଲରେ ଗୁରୁବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିଛାଇଥିଲେ।

କାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ଜାରି ହୋଇଛି ଗୁରୁତ୍ୱପୂର୍ଣ୍ଣ ସୂଚନା।

ଚାଲିଗଲେ ଅନୁଭବ ମହାନ୍ତି ଙ୍କ ବାପା

ପରଲୋକରେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମପି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି।

ଆମ ବସଷ୍ଟାଣ୍ଡ ଅଧିନରେ ୧୩ଟି ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ...

ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାକୁ ଆମ ବସଷ୍ଟାଣ୍ଡ ଯୋଜନାର ପରିକଳ୍ପନା କରାଯାଇଥିଲା ।

ଭିଜିଲାନ୍ସ ପଞ୍ଝାରେ RTO, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି...

ଭିଜିଲାନ୍ସ ଜାଲରେ ଆର୍‌ଟିଓ । ବୌଦ୍ଧ ଆର୍‌ଟିଓ ବସନ୍ତ କୁମାରମ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ ।