ନିର୍ମିତ ହୋଇଛି ଶ୍ରୀ ପୁରୁଷୋତ୍ତମ ଭକ୍ତ ନିବାସ

ପୁରୀ କୁ ପ୍ରବଳ ଜନସମାଗମ କୁ ଲକ୍ଷ ରଖି ହସପିଟାଲ ଛକ ନିକଟରେ ନୂଆ କରି ନିର୍ମିତ ହୋଇଛି ଶ୍ରୀ ପୁରୁଷୋତ୍ତମ ଭକ୍ତ ନିବାସ

ନିର୍ମିତ ହୋଇଛି ଶ୍ରୀ ପୁରୁଷୋତ୍ତମ ଭକ୍ତ ନିବାସ

ପୁରୀ କୁ ପ୍ରବଳ ଜନସମାଗମ କୁ ଲକ୍ଷ ରଖି ହସପିଟାଲ ଛକ ନିକଟରେ ନୂଆ କରି ନିର୍ମିତ ହୋଇଛି ଶ୍ରୀ ପୁରୁଷୋତ୍ତମ ଭକ୍ତ ନିବାସ |

ଏଥିରେ ସୁସଜ୍ଜିତ, ଶୀତତାପ ନିୟନ୍ତ୍ରିତ କୋଠରୀ ଏବଂ ଏକ ଶାକାହାରୀ ରେଷ୍ଟୁରାଣ୍ଟ ସହିତ, ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ଅନ୍ୟାନ୍ୟ ସୁବିଧାରେ ପାର୍କିଂ, ୨୪ ଘଣ୍ଟିଆ ପାୱାର ବ୍ୟାକଅପ୍ ଏବଂ ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବ୍ୟାଟେରୀ ଚାଳିତ ଯାନ ସେବା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି|

ନିବାସ ଟି ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ହୋଇଥିବା ବେଳେ ଏହା ପର୍ଯ୍ୟଟକ ମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି କୁହାଯାଇଛି | ଏହା ଦୂର ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ରହିବା ଓ ଖାଇବା ପାଇଁ ଏକ ସୁଲଭ ଏବଂ ଆରାମଦାୟକ ପସନ୍ଦଯୋଗ୍ୟ ହେବ ବୋଲି ଆଶା କରାଯାଉଛି |