ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ
ଆଇଏଏସ ସ୍ତରରେ ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ

ଆଇଏଏସ ସ୍ତରରେ ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ । ବଦଳିଲେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି । ଜ୍ୟୋତିପ୍ରକାଶ ଦାସ ହେଲେ ବୋର୍ଡ ସଭାପତି । ବୋର୍ଡ ସଭାପତି ଭାବେ ଜ୍ୟୋତିପ୍ରକାଶଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଆଇଜି ରେଜିଷ୍ଟ୍ରେସନ ଦାୟିତ୍ୱରେ ଅଛନ୍ତି ଜ୍ୟୋତିପ୍ରକାଶ ।
ପଶୁପାଳନ ଓ ପ୍ରାଣୀଧନ ନିର୍ଦ୍ଦେଶକ ହେଲେ ରାମାଶିଷ ହାଜରା । ବିଜ୍ଞାନ ଓ କାରିଗରୀ ବିଭାଗର ଯୁଗ୍ମ ସଚିବ ହେଲେ ଡ. ୟେଦୁଲା ବିଜୟ ।