National

ଚିର ନିଦ୍ରାରେ ବିକ୍ରମ-ପ୍ରଜ୍ଞାନ

ଚିର ନିଦ୍ରାରେ ବିକ୍ରମ-ପ୍ରଜ୍ଞାନ… ଜହ୍ନ ରାଇଜ ପରିଭ୍ରମଣ ଅଧାରେ ରହିଲା ‘Moon Visit'

ମଣିପୁର ପୁଣି ଅଶାନ୍ତ, ରାଜ୍ୟ ବିଜେପି ସଭାପତିଙ୍କ ଘର ଉପରେ ଆକ୍ରମଣ

ନିଖୋଜ ଦୁଇ ଛାତ୍ରଙ୍କ ହତ୍ୟା ପରେ ମଣିପୁର ପୁଣି ଅଶାନ୍ତ ହୋଇପଡିଛି । ଦୁଇ ଛାତ୍ରଙ୍କ ହତ୍ୟା ବିରୋଧରେ ରାଜଧାନୀ ଇମ୍ଫାଲ ସହ ରାଜ୍ୟର ଅନ୍ୟ ଅଞ୍ଚଳରେ ଆନ୍ଦୋଳନ...

ଆସୁଛି ମହାମାରୀ ଏକ୍ସ ଡିଜିଜ୍

ଭବିଷ୍ୟତରେ ସମଗ୍ର ବିଶ୍ବ କୋଭିଡଠୁ ଭୟଙ୍କର ମହାମାରୀର ଶୀକାର ହେବ ।

ତାରିଖ ଘୋଷଣା

ଜାନୁଆରି ୨୨ରେ ହେବ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ଇତିହାସ ରଚିଲା ଭାରତ

ଇତିହାସ ରଚିଲା ଭାରତ: ଅଶ୍ୱ ଚାଳନାରେ ଦେଶକୁ ମିଳିଲା ସ୍ୱର୍ଣ୍ଣ

ଦାଦାସାହେବ ଫାଲକେ ପୁରସ୍କାର ପାଇଁ ୱାହିଦା ରହମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ...

ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ ହୋଇଥିବା କିମ୍ବଦନ୍ତୀ ଅଭିନେତ୍ରୀ।

ଦଳିତ ମହିଳାଙ୍କୁ ଉଲଗ୍ନ କରି ମାରପିଟ୍ ସହ ପରିସ୍ରା ପିଆଇଲେ

ବିହାରର ପାଟନା ଜିଲ୍ଲାରେ ଜଣେ ମହାଜନ ଏବଂ ତାଙ୍କ ସହଯୋଗୀମାନେ ଜଣେ ଦଳିତ ମହିଳାଙ୍କୁ ଉଲଗ୍ନ କରି ମାରପିଟ୍ କରିବା ସହ ପରିସ୍ରା ପିଆଇଥିବା ଅଭିଯୋଗ ହୋଇଛି

ଇନ୍ଧନ ଡିପୋରେ ଅଗ୍ନିକାଣ୍ଡ : ୩୪ ମୃତ

ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।

ରେଳଧାରଣାରେ ମାଟି ଓ ପଥର, ଅଟକିଲା ଜଗଦଲପୁର

ରେଳ ଧାରଣାରେ ମାଟି ଓ ବଡ଼ ପଥର ଖସିବାରୁ ଅଟକିଲା ଟ୍ରେନ ।

ପୁରୀ ନୁହଁ ଭୁବନେଶ୍ୱର ଷ୍ଟେସନରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌...

ଭୁବନେଶ୍ୱର ରେଳ ଷ୍ଟେସନରୁ ଆସନ୍ତା ୨୪ ତାରିଖ ଦିନ ସାଢ଼େ ୧୨ଟାରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଉଦଘାଟନ କରାଯିବ ।

ଚନ୍ଦ୍ରଯାନ-୩: ଆଜି ପୁଣି ପ୍ରଜ୍ଞାନ ଓ ବିକ୍ରମକୁ ଉଠାଇବାକୁ ଚେଷ୍ଟା...

ଇସ୍ରୋ ଆଜି ପୁଣି ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମକୁ ସକ୍ରିୟ କରିବାକୁ ଉଦ୍ୟମ କରିବ |

ଚନ୍ଦ୍ରରେ ହେଲା ସକାଳ, ନିଦରୁ ଉଠିପାରନ୍ତି ବିକ୍ରମ, ପ୍ରଜ୍ଞାନ

୧୪ ଦିନ ଧରି ରାତି ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟ କିରଣ ପଡ଼ିବା ଆରମ୍ଭ କରିଛି। ଫଳରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ନିଦରୁ...

ନୂଆ ସଂସଦ ଭବନରେ ମହିଳା ସଂରକ୍ଷଣ ବିଲ୍ ଆଗତ କଲେ ସରକାର

ଆଜିଠାରୁ ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହୋଇଛି ।

କୁଲି ବେଶରେ ରାହୁଲ

କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ହଠାତ୍ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନ ଯାଇ ସେଠାରେ କୁଲିମାନଙ୍କୁ ଭେଟିଛନ୍ତି

ମହିଳା ସଂରକ୍ଷଣ ବିଲକୁ ରାଜୀବ ଗାନ୍ଧୀଙ୍କ ଅବଦାନ କହିଲେ ସୋନିଆ

ଲୋକସଭା ତଥା ବିଧାନସଭାରେ ମହିଳାମାନଙ୍କ ସଂରକ୍ଷଣ ପାଇଁ ଆଗତ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲକୁ କଂଗ୍ରେସର ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ସମର୍ଥନ...

ହେମନ୍ତ ସୋରେନଙ୍କୁ ଝଟକା

ବେଆଇନ ଖଣି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନକୁ ଚ୍ୟାଲେଞ୍ଜ କରିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା ଲାଗିଛି ।

ଲୋକସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜିଠୁ ଆରମ୍ଭ ହେବ।