ବିଶ୍ବକପ ଫାଇନାଲ: ଟସ୍ ଜିତିଲା ଅଷ୍ଟ୍ରେଲିଆ
ବିଶ୍ବକପ ଫାଇନାଲ: ଟସ୍ ଜିତିଲା ଅଷ୍ଟ୍ରେଲିଆ
ଟସ୍ ଜିତି ଅଷ୍ଟ୍ରେଲିଆର ଫିଲ୍ଡିଂ ନିଷ୍ପତ୍ତି l ବ୍ୟାଟିଂ କରିବ ଭାରତ lଅପରିବର୍ତ୍ତିତ ଏକାଦଶ ସହ ଖେଳିବ ଭାରତ l ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯାଉଛି ମ୍ୟାଚ l








