ମାର୍ଚ୍ଚ ୧୬ ଅବା ୧୭ରେ ହୋଇପାରେ ତାରିଖ ଘୋଷଣା

ମାର୍ଚ୍ଚ ୧୬ ଅବା ୧୭ରେ ହୋଇପାରେ ତାରିଖ ଘୋଷଣା

ମାର୍ଚ୍ଚ ୧୬ ଅବା ୧୭ରେ ହୋଇପାରେ ତାରିଖ ଘୋଷଣା

ଦେଶରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ନିର୍ବାଚନ ତାରିଖ ଯେକୌଣସି ସମୟରେ ଘୋଷଣା ହୋଇପାରେ। ତେବେ ମିଳୁଥିବା ସଙ୍କେତ ଅନୁସାରେ ମାର୍ଚ୍ଚ ୧୬ ଅବା ୧୭ରେ ତାରିଖ ଘୋଷଣା ହୋଇପାରେ।

୨୦୧୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ ହୋଇଥିଲା। ତେବେ ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗରେ ଖାଲିଥିବା ଦୁଇ ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ।