ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା

ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା

ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା । ୧୬ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ତେବେ ସବୁଠାରୁ ବଡ କଥା ହେଉଛି ନିମାପଡାରୁ ସୁରରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏହି ଘୋଷଣା ସହ ମୋଟ ୧୯ ଲୋକସଭା ଓ ୧୪୨ ମୋଟ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି ।

ଲୋକସଭା

ସମ୍ବଲପୁର - ଦୁଲାଲ ଚନ୍ଦ୍ର ପ୍ରଧାନ 

କେନ୍ଦୁଝର - ବିନୋଦ ବିହାରୀ ନାୟକ 

ଆସ୍କା - ଦେବୋକାନ୍ତ ଶର୍ମା

ବିଧାନସଭା 

ଝାରସୁଗୁଡା - ଅମିତା ବିଶ୍ୱାଳ 

ବଡସାହି - କ୍ଷୀରୋଦ ଚନ୍ଦ୍ର ପାତ୍ର 

ସୁକିନ୍ଦା - ବିଭୁ ଭୂଷଣ ରାଉତ 

କଣ୍ଟାମାଳ - ଶରତ କୁମାର ପ୍ରଧାନ 

କେନ୍ଦ୍ରାପଡା - ସିପ୍ରା ମଲ୍ଲିକ

ରାଜନଗର - ଅଶୋକ ପ୍ରତିହାରୀ

ମହାକାଳପଡା - ଲୋକନାଥ ମହାରଥୀ 

ନିମାପଡା - ସିଦ୍ଧାର୍ଥ ରାଉତରାୟ 

ପିପିଲି - ଜ୍ଞାନ ରଞ୍ଜନ ପଟ୍ଟନାୟକ 

ଜୟଦେବ - କୃଷ୍ଣ ସଗରିଆ 

ଖୋର୍ଦ୍ଧା - ସୋନାଲୀ ସାହୁ 

ଚିଲିକା - ପ୍ରଦୀପ କୁମାର ସ୍ୱାଇଁ 

ଖଣ୍ଡପଡା - ମନୋଜ କୁମାର ପ୍ରଧାନ 

ଦଶପଲ୍ଲା - ନକୁଳ ନାୟକ 

କବିସୂର୍ଯ୍ୟ ନଗର - ସଞ୍ଜୟ କୁମାର ମଣ୍ଡଳ 

ଗୋପାଳପୁର - ଶ୍ୟାମ ସୁନ୍ଦରଘର ସାହୁ