ଆସିଲା କଂଗ୍ରେସ ର ବିଧାନସଭା ପ୍ରାର୍ଥୀ ତାଲିକା

୭୫ ଆସନ ପାଇଁ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ପ୍ରାର୍ଥୀ?

ଆସିଲା କଂଗ୍ରେସ ର ବିଧାନସଭା ପ୍ରାର୍ଥୀ ତାଲିକା

ପବିତ୍ର ପଣା ସଂକ୍ରାନ୍ତିରେ ଆଜି ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଓଡ଼ିଶାର ଆଉ ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଗତକାଲି ଦଳ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା।

କଂଗ୍ରେସ ର ବିଧାନସଭା ପ୍ରାର୍ଥୀ ତାଲିକା

୦୧. ଅତାବିରା – ଅଭିଷେକ ସେଠ୍

୦୨. ତଳସରା – ଦେବେନ୍ଦ୍ର ଭିତାରିଆ

୦୩. କୁଚିଣ୍ଡା – କେଦାରନାଥ ବରିହା

୦୪. ରେଙ୍ଗାଲି – ଦିଲ୍ଲୀପ କୁମାର ଦୁରିଆ

୦୫. ସମ୍ବଲପୁର – ଦୁର୍ଗାପ୍ରସାଦ ପାଢୀ

୦୬. ରାଇରାଖୋଲ – ଆସଫ୍ ଅଲ୍ଲୀ ଖାନ୍

୦୭. ଦେବଗଡ – ସେମ୍ ହେମ୍ବ୍ରମ୍

୦୮. ତେଲକୋଇ – ନିର୍ମଳ ଚନ୍ଦ୍ର ନାୟକ

୦୯. ଘଷିପୁରା – ସୁବ୍ରତ ଚକ୍ର

୧୦. ଆନନ୍ଦପୁର – ଜୟଦେବ ଜେନା

୧୧. ପାଟଣା – ହୃଷିକେଶ ନାୟକ

୧୨. କେନ୍ଦୁଝର – ପ୍ରତିଭା ମଞ୍ଜରୀ ନାୟକ

୧୩. ଚମ୍ପୁଆ – ଯଶୱନ୍ତ ଲଘୁରୀ

୧୪. ଯଶୀପୁର – ଶ୍ୱେତା ଛଟ୍ଟର

୧୫. ସାରସକଣା – ରାମ କୁମାର ସୋରେନ୍

୧୬. ରାଇରଙ୍ଗପୁର – ଯୋଗେନ୍ଦ୍ର ବନରା

୧୭. ବାଙ୍ଗିରିପୋଷି – ବଦଲା ହେମ୍ବ୍ରମ୍

୧୮. କରଞ୍ଜିଆ – ଲକ୍ଷ୍ମୀଧର ସିଂହ

୧୯. ଉଦଳା – ଦୁର୍ଗା ଚରଣ ଟୁଡୁ

୨୦. ବାରିପଦା – ବାଦଲ ହେମ୍ବ୍ରମ୍

୨୧. ମୋରଡା – ପ୍ରଭାସ କର ମହାପାତ୍ର

୨୨. ଭୋଗରାଇ – ସତ୍ୟଶିବ ଦାସ

୨୩. ବସ୍ତା – ବିଜୟ ନାୟକ

୨୪. ରେମୁଣା – ସୁଦର୍ଶନ ଜେନା

୨୫. ସୋର – ସୁବ୍ରତ ଧଡା

୨୬. ସିମୁଳିଆ – ହିମାଂଶୁ ଶେଖର ବେହେରା

୨୭. ଭଣ୍ଡାରୀପୋଖରୀ – ନିରଞ୍ଜନ ପଟ୍ଟନାୟକ

୨୮. ଭଦ୍ରକ – ଅସିତ୍ ପଟ୍ଟନାୟକ

୨୯. ବାସୁଦେବପୁର – ଅଶୋକ କୁମାର ଦାସ

୩୦. ଧାମନଗର – ରଞ୍ଜନ କୁମାର ବେହେରା

୩୧. ଚାନ୍ଦବାଲି – ଅମୀୟ କୁମାର ମହାପାତ୍ର

୩୨. ବିଞ୍ଝାରପୁର – କନକଲତା ମଲ୍ଲିକ

୩୩. ବରୀ – ଆରତୀ ଦେଓ

୩୪. ଧର୍ମଶାଳା – କିଶାନ ପଣ୍ଡା

୩୫. ଯାଜପୁର – ସୁଦୀପ କୁମାର କର

୩୬. କୋରେଇ – ବନ୍ଦିତା ପରିଡା

୩୭. ଢେଙ୍କାନାଳ – ସୁସ୍ମିତା ସିଂ ଦେଓ

୩୮. ହିନ୍ଦୋଳ – ଗୋବର୍ଦ୍ଧନ ଶେଖର ନାୟକ

୩୯. କାମାକ୍ଷାନଗର – ବିପ୍ରବର ସାହୁ

୪୦. ପରଜଙ୍ଗ – ରଞ୍ଜିତ କୁମାର ସାହୁ

୪୧. ତାଳଚେର – ପ୍ରଫୁଲ ଚନ୍ଦ୍ର ଦାସ

୪୨. ଅନୁଗୁଳ – ଅମ୍ବିକା ପ୍ରସାଦ ଭଟ୍ଟ

୪୩. ଛେଣ୍ଡିପଦା – ନରୋତ୍ତମ ନାୟକ

୪୪. ଆଠମଲ୍ଲିକ – ବିଜୟାନନ୍ଦ ଚାଉଳିଆ

୪୫. ବୀରମହାରାଜପୁର – ପ୍ରଦୀପ ସେଠୀ

୪୬. ସୋନପୁର – ପ୍ରିୟବ୍ରତ ସାହୁ

୪୭. ଟିଟିଲାଗଡ – ବୀରେନ୍ଦ୍ର ବାଗ

୪୮. ଖରିଆର – କମଳ ଚରଣ ତାଣ୍ଡି

୪୯. ବାଲିଗୁଡା – ଉପେନ୍ଦ୍ର ପ୍ରଧାନ

୫୦. ବଡମ୍ବା – ସଞ୍ଜୟ କୁମାର ସାହୁ

୫୧. ବାଙ୍କୀ – ଦେବାଶିଷ ପଟ୍ଟନାୟକ

୫୨. ଆଠଗଡ – ମେହବୁବ୍ ଅହମ୍ମଦ ଖାନ୍

୫୩. ଚୌଦାର-କଟକ –ମୀରା ମଲ୍ଲିକ

୫୪. ନିଆଳି – ଜ୍ୟୋତିରଞ୍ଜନ ମଲ୍ଲିକ

୫୫. କଟକ ସଦର – ରାମଚନ୍ଦ୍ର ଗୋଚ୍ଛାୟତ

୫୬. ସାଲେପୁର – ଆକ୍ୟୁବ୍ ଉଜ୍ଜମାନ୍ ଖାନ୍

୫୭. ପାଟକୁରା – ରତିକାନ୍ତ କାନୁନଗୋ

୫୮. ଆଳି – ଦେବସ୍ମିତା ଶର୍ମା

୫୯. ପାରାଦୀପ – ନିରଞ୍ଜନ ନାୟକ

୬୦. ତିର୍ତ୍ତୋଲ – ହିମାଂଶୁ ଭୂଷଣ ମଲ୍ଲିକ

୬୧. ବାଲିକୁଦା ଏରସମା – ନଳିନୀ ସ୍ୱାଇଁ

୬୨. ପୁରୀ – ସୁଜାତା ମହାପାତ୍ର

୬୩. ବ୍ରହ୍ମଗିରି – ମିତ୍ରଭାନୁ ମହାପାତ୍ର

୬୪. ଜୟଦେବ – ଜୟନ୍ତ କୁମାର ଭୋଇ

୬୫. ଏକାମ୍ର – ଭୁବନେଶ୍ୱର – ପ୍ରଶାନ୍ତ କୁମାର ଚମ୍ପତି

୬୬. ଜଟଣୀ – ସନ୍ତୋଷ ଜେନା

୬୭. ବେଗୁନିଆ – ପୃଥ୍ୱୀବଲ୍ଲଭ ପଟ୍ଟନାୟକ

୬୮. ରଣପୁର – ବିଭୁପ୍ରସାଦ ମିଶ୍ର

୬୯. ନୟାଗଡ – ରଞ୍ଜିତ ଦାଶ

୭୦. କବିସୂର୍ଯ୍ୟନଗର – ବିପିନ ବିହାରୀ ସ୍ୱାଇଁ

୭୧. ଖଲ୍ଲିକୋଟ – ଚିତ୍ରସେନ ବେହେରା

୭୨. ଆସ୍କା – ସୁରଭି ବିଶୋୟୀ

୭୩. ହିଞ୍ଜିଳି – ରଞ୍ଜିକାନ୍ତ ପାଢୀ

୭୪. ବ୍ରହ୍ମପୁର – ଦୀପକ ପଟ୍ଟନାୟକ

୭୫. ଦିଗପହଣ୍ଡି – ଶ୍ରୀଧର ଦେବ

ହେଲେ ଆଜି ୭୫ଟି ବିଧାନସଭା ଆସନରେ ଦଳ ପାଇଁ କିଏ ପ୍ରାର୍ଥୀ ହେବେ, ତା’ର ତାଲିକା ସାର୍ବଜନୀନ କରିଛି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ଭଣ୍ଡାରୀପୋଖରୀରୁ ଲଢ଼ିବେ। ସେହିପରି ଅସିତ ପଟ୍ଟନାୟକଙ୍କୁ ଦଳ ଭଦ୍ରକରୁ ପ୍ରାର୍ଥୀ କରିଛି। କିଛି ଦିନ ତଳେ ସେ କଂଗ୍ରେସରେ ମିଶିଥିଲେ।  

ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ ଦେବେନ୍ଦ୍ର ଭିଟାରିଆ ପ୍ରାର୍ଥୀ ହୋଇଛନ୍ତି। ଏପ୍ରିଲ ୨ରେ ଦଳ ୪୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ପ୍ରବୋଧଙ୍କୁ ଟିକେଟ ଦେଇଥିଲା। ସେ ମଧ୍ୟ ପ୍ରଚାର କରିଥିଲେ। ହେଲେ ଏବେ ତାଙ୍କ ଟିକେଟକୁ ଦଳ କାଟି ଦେଇଛି। ପୂର୍ବରୁ ଦଳ ୪୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।