ସାଉଥ୍‌ ଆଫ୍ରିକାରେ ଘାଟି ତଳକୁ ବସ୍‌ ଖସି ୪୫ ଜଣଙ୍କ ମୃତ୍ୟୁ

ସାଉଥ୍‌ ଆଫ୍ରିକାରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ; ଘାଟି ତଳକୁ ବସ୍‌ ଖସି ୪୫ ଜଣଙ୍କ ମୃତ୍ୟୁ |

ସାଉଥ୍‌ ଆଫ୍ରିକାରେ ଘାଟି ତଳକୁ ବସ୍‌ ଖସି ୪୫ ଜଣଙ୍କ ମୃତ୍ୟୁ

ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବ ଲିମ୍ପୋପୋ ପ୍ରଦେଶରେ ଗୁରୁବାର ବ୍ରିଜ୍‌ ଉପରୁ ଏକ ବସ୍‌ ପ୍ରାୟ ୫୦ ମିଟର ତଳେ ପଡ଼ିବା ପରେ ଜଳିଯିବାରୁ ୪୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ କେବଳ ଜଣେ ୮ ବର୍ଷର ଝିଅ ଜୀବିତ ଅଛନ୍ତି। ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।