ଆମେରିକା ଗଲେ 5T ସଚିବ

ଆମେରିକା ରେ ଥିବା ଓଡ଼ିଆ ଙ୍କ ସହିତ ବିଶେଷ ଆଲୋଚନା

ଆମେରିକା ଗଲେ 5T ସଚିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆମେରିକା ଗସ୍ତ କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ। ସେ ଏକ ସାତ ଜଣିଆ ଟିମ ସହିତ ଏହି ଗସ୍ତ କରିଛନ୍ତି। ଓଡିଶାର ଲୋକଙ୍କ ସହିତ ସିଧା ଅଭିଯୋଗ ଗ୍ରହଣ କରିବା ପରେ ବିଦେଶରେ ଥିବା ଓଡିଆଙ୍କ ସହିତ ରାଜ୍ୟର ଉନ୍ନତି ସଂପର୍କରେ ଆଲୋଚନା କରାଯିବ