ରନ୍ଧା ମଦ ସହ ତିନି ଅଭିଯୁକ୍ତ ଗିରଫ

ଟିଟିଲାଗଡ ଉପଖଣ୍ଡ ଅବକାରୀ ବିଭାଗ ତରଫରୁ ସଇଁତଲା ଥାନା ଅଞ୍ଚଳ ରୁ ରନ୍ଧାମଦ ସହ ତିନି ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ରନ୍ଧା ମଦ ସହ ତିନି ଅଭିଯୁକ୍ତ ଗିରଫ

ଟିଟିଲାଗଡ ଉପଖଣ୍ଡ ଅବକାରୀ ବିଭାଗ ତରଫରୁ ସଇଁତଲା ଥାନା ଅଞ୍ଚଳ ରୁ ରନ୍ଧାମଦ ସହ ତିନି ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରନ୍ଧା ମଦ ତିଆରି ଓ ଚାଲାଣ ଅଭିଯୋଗରେ ଉକ୍ତ ତିନି ଅଭିଯୁକ୍ତ ନିକଟରୁ ୧୧୦ ଲିଟର ମଦ ସହ ଦୁଇଟି ବାଇକ ଜବତ କରି ତାଙ୍କୁ ସଇଁତଳା କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଥିବା ସୂଚନା ମିଳିଛି ।