କିସ୍ ଫାଉଣ୍ଡେସନ ର ଦ୍ବିତୀୟ ନୂତନ କ୍ୟାମ୍ପସ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ

ଉଦଘାଟିତ ହେଲା କିସ୍ ଫାଉଣ୍ଡେସନ ର ଦ୍ବିତୀୟ କ୍ୟାମ୍ପସ

କିସ୍ ଫାଉଣ୍ଡେସନ ର ଦ୍ବିତୀୟ ନୂତନ କ୍ୟାମ୍ପସ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ସ୍ଥିତ କିସ୍ ଫାଉଣ୍ଡେସନ ର ଦ୍ବିତୀୟ ନୂତନ କ୍ୟାମ୍ପସର ଉଦଘାଟନ କରିଛନ୍ତି ।