Tag: vigilance rad

State

ପଡ଼ୋଶୀଙ୍କ ଘରୁ ବାହାରିଲେ ଫେରାର ଜେଇ

ଭିଜିଲାନ୍ସ ଟିମ୍‌କୁ ଦେଖି ପଡ଼ୋଶୀଙ୍କ ଛାତକୁ ଡେଇଁ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଫେରାର ହୋଇ ଯାଇଥିବା ଖବର ଆଜି ସକାଳୁ ପ୍ରଚାରିତ ହୋଇଥିଲା