Tag: Santrupta mishra
ବିଜେଡିର ଜାତୀୟ ମୁଖପାତ୍ର ହେଲେ ସଂତୃପ୍ତ ମିଶ୍ର
ବିଜେଡିରେ ଯୋଗ ଦେଉ ଦେଉ ସଂତୃପ୍ତ ମିଶ୍ର ଙ୍କୁ ଜାତୀୟ ମୁଖପାତ୍ର ଭାବେ ବିଜୁ ଜନତା ଦଳ ପକ୍ଷରୁ ଦାୟିତ୍ଵ ନିର୍ବାହ ପାଇଁ ନିୟୋଜିତ କରାଯାଇଛି
ବିଜେଡିରେ ମିଶିଲେ କର୍ପୋରେଟ କିଙ୍ଗ ସଂତୃପ୍ତ ମିଶ୍ର
ବିଜେଡିରେ ମିଶିଲେ ସଂତୃପ୍ତ ମିଶ୍ର । ପୂର୍ବତନ କର୍ପୋରେଟ୍ ଅଧିକାରୀ ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଇଛନ୍ତି ।