Tag: rahul dravid
ବେଙ୍ଗାଲୁରୁରେ ଭୋଟ୍ ଦେଲେ ରାହୁଲ ଦ୍ରାବିଡ୍
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ୍ ଶୁକ୍ରବାର ବେଙ୍ଗାଲୁରୁର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି
ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରହିବେ ଦ୍ରାବିଡ
ବିସିସିଆଇ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି । ଦିନିକିଆ ବିଶ୍ୱକପ ୨୦୨୩ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା