Tag: Ayodhya diwali

National

୨୪ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ ସହ ନୂଆ ରେକର୍ଡ କରିବ ଅଯୋଧ୍ୟା

ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟା ପୁଣିଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଆଜି ଅଯୋଧ୍ୟାକୁ ଏକାସାଙ୍ଗରେ ୨୪ ଲକ୍ଷ ଦୀପରେ ଆଲୋକିତ କରାଯିବ ।