ମୋର କିଛି ଅସନ୍ତୋଷ ନାହିଁ: ସୁଶାନ୍ତ

ମନ୍ତ୍ରୀ ପଦ ନପାଇବା ନେଇ ସୁଶାନ୍ତ ସିଂଙ୍କ ସମର୍ଥକଙ୍କ ଖପ୍ପା ପ୍ରସଙ୍ଗ । ବ୍ୟକ୍ତିଗତ ଭାବେ ମୋର କିଛି ଅସନ୍ତୋଷ ନାହିଁ ବୋଲି କହିଲେ ସୁଶାନ୍ତ ସିଂ ।

ମୋର କିଛି ଅସନ୍ତୋଷ ନାହିଁ: ସୁଶାନ୍ତ

ମନ୍ତ୍ରୀ ପଦ ନପାଇବା ନେଇ ସୁଶାନ୍ତ ସିଂଙ୍କ ସମର୍ଥକଙ୍କ ଖପ୍ପା ପ୍ରସଙ୍ଗ । ବ୍ୟକ୍ତିଗତ ଭାବେ ମୋର କିଛି ଅସନ୍ତୋଷ ନାହିଁ ବୋଲି କହିଲେ ସୁଶାନ୍ତ ସିଂ । ମୁଖ୍ୟମନ୍ତ୍ରୀଙ୍କର ଆର୍ଶିବାଦ ଆମ ଉପରେ ସବୁବେଳେ ରହିଛି କିଏ କେଉଁଠି ଅସନ୍ତୋଷ ଥିବ,ମୁଁ ଜାଣିନି ବୋଲି କହିଛନ୍ତି ସୁଶାନ୍ତ ସିଂ । ଯିଏ ମୋ ପାଖକୁ ଆସୁଥିଲେ ମୁଁ ସେମାନଙ୍କୁ ବୁଝାଇ ଦେଇଛି । ସାର୍ ଆମ କାମ କରିଦେଇଛନ୍ତି ବୋଲି ମୁଁ ସେମାନଙ୍କୁ ବୁଝାଇ ଦେଇଛି । କାହାର କଣ ଥିବ,ବ୍ୟକ୍ତିଗତ ଭାବେ ମୋର କିଛି ଅସନ୍ତୋଷ ନାହିଁ ।