ନୋଟ୍ ବଦଳାଇବାକୁ ଆଇଡି ଦରକାର ନାହିଁ: ଏସବିଆଇ

୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଏସବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି

ନୋଟ୍ ବଦଳାଇବାକୁ ଆଇଡି ଦରକାର ନାହିଁ: ଏସବିଆଇ

୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଏସବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି । ସବୁ ସର୍କଲ ଓ ଲୋକାଲ୍ ଅଫିସ ପାଇଁ ସିଜିଏମଙ୍କ ପକ୍ଷରୁ ସୂଚନା ଜାରି । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ରିକ୍ୟୁଜିସନ ସ୍ଲିପ ଦରକାର ନାହିଁ । କୌଣସି ପରିଚୟ ପତ୍ର ଦେଖାଇବାକୁ ପଡିବ ନାହିଁ ବୋଲି ଏସବିଆଇ ନିଷ୍ପତ୍ତି କରିଛି ।