କାରଖାନାରେ ବିସ୍ଫୋରଣ: ୨ ଗୁରୁତର

ବଲାଙ୍ଗିର: ବଡମାଲ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି , ୨ଟେକନିସିଆନ୍ ଗୁରୁତର

କାରଖାନାରେ ବିସ୍ଫୋରଣ: ୨ ଗୁରୁତର

ବଲାଙ୍ଗିର: ବଡମାଲ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି । କାରଖାନାର ୟୁନିଟ-୩ରେ କେମିକାଲ ମିଶ୍ରଣ ବେଳେ ବିସ୍ଫୋରଣ ହୋଇଥିବା ସୂଚନା । ବିସ୍ଫୋରଣରେ କାରଖାନାର ୨ ବରିଷ୍ଠ ଟେକ୍ନିସିଆନ ଗୁରୁତର ଅବସ୍ଥାରେ ଆହତ ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ବଡମାଲରୁ ରାଛରକେଲା ସ୍ଥାନାନ୍ତର କରାଯାଇଛି । ତେବେ କେଉଁ ପରିସ୍ଥିତିରେ ଏହି ଘଟଣାଟି ଘଟିଲା ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରିନାହିଁ ।