ମେ ୧ରୁ ବଢିବ ଦୁଗ୍ଧଜାତ ଦ୍ରବ୍ୟର ଦର
ଛେନା କେଜି ୨୦,ପନିର କେଜି ୩୦ ଟଙ୍କା ବଢିବାର ଯୋଜନା କରାଯାଇଛି ।

ମେ ୧ରୁ ବଢିବ ଦୁଗ୍ଧଜାତ ଦ୍ରବ୍ୟର ଦର । କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ନିଷ୍ପତ୍ତି । ଛେନା କେଜି ୨୦,ପନିର କେଜି ୩୦ ଟଙ୍କା ବଢିବାର ଯୋଜନା କରାଯାଇଛି । ଖୁଆ କେଜି ମଧ୍ୟ ୬୦ ଟଙ୍କା ବୃଦ୍ଧି ପାଇବ । କ୍ଷୀର ଦର ବଢିଥିବାରୁ ଦୁଗ୍ଧଜାି ଦ୍ରବ୍ୟ ଦର ବୃଦ୍ଧି ନିଷ୍ପତ୍ତି ।