ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ଲଢିବେ ବବି ଦାସ

ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି

ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ଲଢିବେ ବବି ଦାସ
ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ମାଧ୍ୟମରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।
ବିଧାନସଭାର ୭୧ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଲୋକସଭାର ୯ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି ।

ହିଞ୍ଜିଳିରୁ ପୁଣି ଲଢିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    • ଗୁଣୁପୁର-ରଘୁନାଥ ଗମାଙ୍ଗ
    • ବିଷମ କଟକ- ଜାଗନନାଥ ସରକା
    • ରାୟଗଡା- ଅନୁସୟା ମାଝୀ
    • ବରଗଡ଼- ଦେବେଶ ଆଚାର୍ଯ୍ୟ
    • ବିଜେପୁର- ରିତା ସାହୁ
    • ଅତାବିରା-ସେହାଙ୍ଗିନୀ ଛୁରିଆ
    • ଭଟଲି- ସୁଶାନ୍ତ ସିଂ
    • ଜଳେଶ୍ବର-ଅଶ୍ୱିନୀ ପାତ୍ର
    • ବସ୍ତା-ସୁବାସିନୀ ଜେନା
    • ଭଣ୍ଡାରିପୋଖରୀ-ସଞ୍ଜୀବ ମଲ୍ଲିକ
    • ଚାନ୍ଦବାଲି- ବ୍ୟୋମକେଶ ରାୟ
    • ଭଦ୍ରକ- ପ୍ରଫୁଲ୍ଲ ସାମଲ
    • ବାସୁଦେବପୁର-ବିଷ୍ଣୁବ୍ରତ ରାଉତ
    • ଧାମନଗର- ସଞ୍ଜୟ ଦାସ
    • ବିଂଝାରପୁର- ପ୍ରମିଳା ମଲ୍ଲିକ
    • ଧର୍ମଶାଳା-ପ୍ରଣବ ବଳବନ୍ତରାୟ
    • ଯାଜପୁର-ସୁଜାତା ସାହୁ
    • ସୁକିନ୍ଦା-ପ୍ରୀତି ରଂଜନ ଘଡେଇ
    • ଢେଙ୍କାନାଳ-ସୁଧୀର ସାମଲ
    • କାମାକ୍ଷାନଗର-ପ୍ରଫୁଲ୍ଲ ମଲ୍ଲିକ
    • ପରଜଙ୍ଗ-ନୃସିଂହ ସାହୁ
    • ପାଲଲହାଡ଼ା-ମୁକେଶ ପାଲ
    • ଧର୍ମଗଡ-ପୁଷ୍ପେନ୍ଦ୍ର ସିଂଦେଓ
    • ଭବନୀପାଟଣା-ଲତିକା ନାୟକ
    • ଜି ଉଦୟଗିରି-ସାଲୁଗା ପ୍ରଧାନ
    • କଣ୍ଟାମାଳ-ମହିଧର ରଣା
    • ବୌଦ୍ଧ- ପ୍ରଦୀପ ଅମାତ
    • ବଡମ୍ବା-ଦେବୀ ମିଶ୍ର
    • ବାଙ୍କୀ-ଦେବି ତ୍ରିପାଠୀ
    • ଆଠଗଡ-ରଣେନ୍ଦ୍ର ପ୍ରତାପ ସ୍ବାଇଁ
    • କଟକ ଚୌଦ୍ବାର-ସୌଭିକ୍ ବିଶ୍ବାଳ
    • ସୋରଡା-ସଂଘମିତ୍ରା ସ୍ବାଇଁ
    • ଗୋପାଳପୁର-ବିକ୍ରମ ପଣ୍ଡା
    • ଦିଗପହଣ୍ଡି- ବିପ୍ଳବ ପାତ୍ର
    • ଚିକିଟି-ଚିନ୍ମୟାନନ୍ଦ ଶ୍ରୀରୂପ ଦେବ
    • କୋଟପାଡ-ଚନ୍ଦ୍ରଶେଖର ମାଝି
    • କୋରାପୁଟ-ରଘୁରାମ ପୋଡାଲ
    • ମାଲକାନଗିରି-ମାନସ ମାଡକାମୀ
    • ଘସିପୁରା- ବଦ୍ରି ପାତ୍ର
    • ପିପିଲି-ରୁଦ୍ର ମହାରଥୀ
    • ଜଟଣୀ-ବିଭୂତି ବଳବନ୍ତରାୟ
    • ରଣପୁର-ସତ୍ୟ ପ୍ରଧାନ
    • ଦଶପଲ୍ଲା-ରମେଶ ବେହେରା
    • ନୟାଗଡ-ଅରୁଣ କୁମାର ସାହୁ
    • ଭଞ୍ଜନଗର-ବିକ୍ରମ ଆରୁଖ
    • ପୋଲସରା-ଶ୍ରୀକାନ୍ଦ ସାହୁ
    • କବିସୂର୍ଯ୍ୟନଗର-ଲତିକା ପ୍ରଧାନ
    • ଛତ୍ରପୁର-ସୁବାଷ ବେହେରା
    • ନିଆଳି- ପ୍ରମୋଦ ମଲ୍ଲିକ
    • କଟକ ସଦର- ଚନ୍ଦ୍ର ସାରଥୀ ବେହେରା
    • ପାଟକୁରା- ଅରବିନ୍ଦ ମହାପାତ୍ର
    • ଆଳି- ପ୍ରତାପ ଦେବ
    • ରାଜନଗର- ଧ୍ରୁବ ସାହୁ
    • ମହାକାଳପଡା- ଅତନୁ ସବ୍ୟସାଚୀ ନାୟକ
    • ପୁରୀ- ସୁନିଲ ମହାନ୍ତି
    • ବ୍ରହ୍ମଗିରି- ଉମା ସାମନ୍ତରାୟ
    • ସତ୍ୟବାଦୀ- ସଞ୍ଜୟ ଦାସବର୍ମା
    • ବଲାଙ୍ଗିର- କଳିକେଶ ସିଂ ଦେଓ
    • ଟିଟିଲାଗଡ-ଟୁକୁନି ସାହୁ
    • ନୂଆପଡା-ରାଜେନ୍ଦ୍ର ଢୋଲକିଆ
    • ଉମରକୋଟ- ନବୀନ ନାୟକ
    • ଝରିଗାଁ-ରମେଶ ମାଝୀ
    • ନବରଙ୍ଗପୁର-କୌଶଲ୍ୟା ପ୍ରଧାନୀ
    • ଡାବୁଗାଁ- ମନୋହର ରନ୍ଧାରୀ
    • ଲାଞ୍ଜିଗଡ- ପ୍ରଦୀପ ଦିଶାରୀ
    • ଜୁନାଗଡ- ଦିବ୍ୟ ଶଙ୍କର ମିଶ୍ର
    • ଛେଣ୍ଡିପଦା-ସୁଶାନ୍ତ କୁମାର ବେହେରା
    • ସୋନପୁର-ନିରଞ୍ଜନ ପୂଜାରୀ
    • ଲୋଇସିଂହା-ନିହାର ବେହେରା
  • ପାଟନାଗଡ- ସରୋଜ ମେହେର