ଆସିଲା ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଆସିଲା ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଆସିଲା ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଆଜି ବିଜେପି ପୁଣି ତାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ୨୧ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ତେବେ ଜାଣନ୍ତୁ କିଏ କେଉଁ ଆସନରୁ ହେଲେ ପ୍ରାର୍ଥୀ…

୧) ରାଉରକେଲା: ଦିଲ୍ଲୀପ ରାୟ

୨) ପାଟଣା: ଅଖିଳଚନ୍ଦ୍ର ନାୟକ

୩) ସାରସକଣା: ଭାଦବ ହାଁସଦା

୪) ରାଇରଙ୍ଗପୁର: ଜୋଲେନ ବରଦା

୫) ବାଙ୍ଗିରିପୋଷି-ସଞ୍ଜଳୀ ମୁର୍ମୁ

୬) କରଞ୍ଜିଆ-ପଦ୍ମଚରଣ ହାଇବ୍ରୁ

୭) ଝରିଗାଁ- ନରସିଂହ ଭତ୍ରା

୮) ଡାବୁଗାଁ-ସୋମନାଥ ପୂଜାରୀ

୯) ରାଜନଗର-ଲଲିତ ବେହେରା

୧୦) ବାଲିକୁଦା-ଏରସମା- ସତ୍ୟସାରଥୀ ମହାନ୍ତି

୧୧) ଜଗତସିଂହପୁର-ଅମରେନ୍ଦ୍ର ଦାଶ

୧୨) କାକଟପୁର-ବାଇଧର ମଲ୍ଲିକ

୧୩) ରଣପୁର-ସୁରମା ପାଢୀ

୧୪) ସାନଖେମୁଣ୍ଡି: ଉତ୍ତମ କୁମାର ପାଣିଗ୍ରାହୀ

୧୫) ମୋହନା- ପ୍ରଶାନ୍ତ ମଲ୍ଲିକ

୧୬) ବିଷମକଟକ-ଜଗନ୍ନାଥ ନୁଣ୍ଡ୍ରୁକା

୧୭) ରାୟଗଡ଼ା-ବସନ୍ତ ଉଲାକା

୧୮) ଲକ୍ଷ୍ମୀପୁର-କୈଳାସ କୁଲେସିକା

୧୯) କୋଟପାଡ଼-ରୁପୁ ଭତ୍ରା

୨୦) ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି

୨୧) ଚିତ୍ରକୋଣ୍ଡା-ଡମ୍ବୁରୁ ଶିଶା

ସୂଚନାଯୋଗ୍ୟ, ବିଜେପି ତା’ର ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ବିଧାନସଭା ପ୍ରର୍ଥୀ ତାଲିକା ଘୋଷଣା କରିଥିଲା । ଏହାକୁ ମିଶାଇ ବିଜେପି ୧୩୩ଜଣ ବିଧାୟକ ପ୍ରର୍ଥୀ ଘୋଷଣା କରିଛି ।

ପୂର୍ବରୁ ପ୍ରକାଶ ପାଇଥିବା ବିଜେପି ର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଚାନ୍ଦବାଲି : ମନମୋହନ ସାମଲ

ସମ୍ବଲପୁର: ଜୟନାରାୟଣ ମିଶ୍ର

ତଳସରା: ଭବାନୀଶଙ୍କର ଭୋଇ

ସୁନ୍ଦରଗଡ଼: କୁସୁମ ଟେଟେ

ବୀରମିତ୍ରପୁର: ଶଙ୍କର ଓରାମ

ରଘୁନାଥପାଲୀ: ଦୁର୍ଗାଚରଣ ତନ୍ତୀ

ରାଜଗାଙ୍ଗପୁର: ନରସିଂହ ମିଞ୍ଜ

ବଣାଇ: ସେବତୀ ମିଞ୍ଜ

କୁଚିଣ୍ଡା: ରବିନାରାୟଣ ନାଏକ

ରେଙ୍ଗାଲି: ନାଉରୀ ନାଏକ

ରେଢାଖୋଲ: ଦେବେନ୍ଦ୍ର ମହାପାତ୍ର

ଦେବଗଡ଼ : ସୁବାସ ପାଣିଗ୍ରାହୀ

ଆନନ୍ଦପୁର: ଆଲୋକ ସେଠୀ

କେନ୍ଦୁଝର: ମୋହନ ମାଝୀ

ଯଶୀପୁର:ଗଣେଶରାମ ସିଂ ଖୁଣ୍ଟିଆ

ଉଦଳା: ଭାସ୍କର ମଢେଇ

ବଡ଼ସାହି: ସନାତନ ବିଜଳି

ବାରିପଦା: ପ୍ରକାଶ ସୋରେର୍ନ

ମୋରଡ଼ା:କୃଷ୍ଣଚନ୍ଦ୍ର ମହାପାତ୍ର

ଜଳେଶ୍ୱର: ବ୍ରଜ ପ୍ରଧାନ

ବାଲେଶ୍ୱର: ମାନସ ଦତ୍ତ

ରେମୁଣା: ଗୋବିନ୍ଦ ଦାସ

ସୋର: ରାଜେନ୍ଦ୍ର ଦାସ

ସିମୁଳିଆ: ପଦ୍ମଲୋଚନ ପଣ୍ଡା

ଭଦ୍ରକ: ସୀତାଂଶୁ ଶେଖର ମହାପାତ୍ର

ଧାମନଗର: ସୂର୍ଯ୍ୟବଂଶୀ ସୂରଜ

ବିଞ୍ଝାରପୁର: ବବିତା ମଲ୍ଲିକ

ବଡ଼ଚଣା: ଅମର ନାଏକ

ଧର୍ମଶାଳା: ସ୍ମୃତିରେଖା ପହି

ଯାଜପୁର: ଗୌତମ ରାୟ

କୋରେଇ: ଆକାଶ ଦାସନାୟକ

ସୁକିନ୍ଦା: ପ୍ରଦୀପ ବଳସାମନ୍ତ

ଢେଙ୍କାନାଳ: କୃଷ୍ଣଚନ୍ଦ୍ର ପାତ୍ର

କାମାକ୍ଷାନଗର: ଶତୃଘ୍ନ ଜେନା

ପରଜଙ୍ଗ: ବିଭୂତିଭୂଷଣ ପ୍ରଧାନ

ପାଲଲହଡ଼ା: ଅଶୋକ ମହାନ୍ତି

ତାଳଚେର: କାଳନ୍ଦୀ ସାମଲ

ଛେଣ୍ଡିପଦା: ଅଗସ୍ତୀ ବେହେରା

ଆଠମଲ୍ଲିକ: ସଞ୍ଜୀବ ସାହୁ

ବୀରମହାରାଜପୁର:ରଘୁନାଥ ଜଗଦଳା

ସୋନପୁର: ପ୍ରମୋଦ ମହାପାତ୍ର

ଲୋଇସିଂହା: ମୁକେଶ ମହାଲିଙ୍ଗ

ବଲାଙ୍ଗୀର: ଗୋପାଳଜୀ ପାଣିଗ୍ରାହୀ

ଟିଟିଲାଗଡ଼: ନବୀନ ଜୈନ

କଣ୍ଟାବାଞ୍ଜି: ଲକ୍ଷ୍ମଣ ବାଗ

ନୂଆପଡ଼ା: ଅଭିନନ୍ଦନ ପଣ୍ଡା

ଖଡ଼ିଆଳ: ହିତେଶ ବଗର୍ତ୍ତୀ

ଉମରକୋଟ: ନିତ୍ୟାନନ୍ଦ ପଣ୍ଡା

ନବରଙ୍ଗପୁର: ଗୌରୀଶଙ୍କର ମାଝୀ

ଲାଞ୍ଜିଗଡ଼: ରମେଶ ମାଝୀ

ଜୁନାଗଡ଼: ମନୋଜ ମେହେର

ଧର୍ମଗଡ଼: ସୁଧୀର ପାଟ୍ଟଯୋଶୀ

ପାଟଣାଗଡ଼: କନକବର୍ଦ୍ଧନ ସିଂହଦେଓ

ଭବାନୀପାଟଣା: ପ୍ରଦୀପ୍ତ ନାଏକ

ନର୍ଲା:ଅନିରୁଦ୍ଧ ପ୍ରଧାନ

ବାଲିଗୁଡ଼ା: କଳ୍ପନା କହଁର

ଜି.ଉଦୟଗିରି: ମାନଗୋବିନ୍ଦ ପ୍ରଧାନ

ଫୁଲବାଣୀ: ଉମାଚରଣ ମଲ୍ଲିକ

କଣ୍ଟାମାଳ:କହ୍ନେଇଚରଣ ଡାଙ୍ଗ

ବୌଦ୍ଧ: ସରୋଜ ପ୍ରଧାନ

ବଡ଼ମ୍ବା: ସମ୍ବିତ ତ୍ରିପାଠୀ

ବାଙ୍କୀ: ତୁଷାରକାନ୍ତ ଚକ୍ରବର୍ତ୍ତୀ

ଆଠଗଡ଼: ଅଭୟ ବାରିକ

ଚୌଦ୍ୱାର: ନୟନ କିଶୋର ମହାନ୍ତି

ନିଆଳି: ଛବି ମଲ୍ଲିକ

କଟକ ସଦର: ପ୍ରକାଶ ସେଠୀ

ମାହାଙ୍ଗା: ସୁମନ୍ତ ଘଡେ଼ଇ

ପାଟକୁରା: ତେଜେଶ୍ୱର ପରିଡ଼ା

ଆଳି: କୃଷ୍ଣଚନ୍ଦ୍ର ପଣ୍ଡା

ମହାକାଳପଡ଼ା: ଦୁର୍ଗାପ୍ରସନ୍ନ ନାୟକ

ପାରାଦ୍ୱୀପ: ସମ୍ପଦ ସ୍ୱାଇଁ

ତିର୍ତ୍ତୋଲ: ରାଜକିଶୋର ବେହେରା

ନିମାପଡ଼ା: ପ୍ରଭାତି ପରିଡ଼ା

ପୁରୀ: ଜୟନ୍ତ ଷଡ଼ଙ୍ଗୀ

ବ୍ରହ୍ମଗିରି: ଉପାସନା ମହାପାତ୍ର

ସତ୍ୟବାଦୀ: ଓମ ପ୍ରକାଶ ମିଶ୍ର

ପିପିଲି: ଆଶ୍ରିତ ପଟ୍ଟନାୟକ

ଜୟଦେବ: ଅରବିନ୍ଦ ଢାଲି

ଭୁବନେଶ୍ୱର ମଧ୍ୟ: ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର ଉତ୍ତର: ପ୍ରିୟଦର୍ଶୀ ମିଶ୍ର

ଏକାମ୍ର: ବାବୁ ସିଂହ

ଜଟଣୀ: ବିଶ୍ୱରଞ୍ଜନ ବଡ଼ଜେନା

ଚିଲିକା: ପଥ୍ୱୀରାଜ ହରିଚନ୍ଦନ

ରଣପୁର: ତାପସ ମାର୍ଥା

ଖଣ୍ଡପଡ଼ା: ଦୁଷ୍ମନ୍ତ ସ୍ୱାଇଁ

ଦଶପଲ୍ଲା: ରାଘବ ମଲ୍ଲିକ

ପୋଲସରା: ଗୋକୁଳାନନ୍ଦ ମଲ୍ଲିକ

କବିସୂର୍ଯ୍ୟନଗର: ପ୍ରତାପ ନାଏକ

ଖଲ୍ଲିକୋଟ: ପୂର୍ଣ୍ଣଚନ୍ଦ୍ର ସେଠୀ

ଛତ୍ରପୁର: କୃଷ୍ଣଚନ୍ଦ୍ର ନାୟକ

ଆସିକା: ସରୋଜ ପାଢୀ

ସୋରଡ଼ା: ନୀଳମଣି ବିଷୋୟୀ

ହିଞ୍ଜିଳି: ଶିଶିର ମିଶ୍ର

ଗୋପାଳପୁର: ବିଭୂତି ଜେନା

ବ୍ରହ୍ମପୁର: କେ. ଅନିଲ କୁମାର

ଦିଗପହଣ୍ଡି: ସିଦ୍ଧାନ୍ତ ମହାପାତ୍ର

ବ୍ରଜରାଜନଗର: ସୁରେଶ ପୂଜାରୀ

ପଦ୍ମପୁର: ଗୋବର୍ନ୍ଧନ ଭୁଏ

ବିଜେପୁର: ସନତ ଗଡ଼ତିଆ

ବରଗଡ଼: ଅଶ୍ୱିନୀ ଷଡ଼ଙ୍ଗୀ

ଅତାବିରା: ନିହାର ମହାନନ୍ଦ

ଭଟଲୀ:ଈରାଶିଷ ଆଚାର୍ଯ୍ୟ

ଝାରସୁଗୁଡ଼ା: ଟଙ୍କଧର ତ୍ରିପାଠୀ

ଚିକିଟି: ମନୋରଞ୍ଜନ ଦୟାନ ସାମନ୍ତରାୟ

ପାରଳାଖେମୁଣ୍ଡି: କେ.ନାରାୟଣ ରାଓ

ଗୁଣପୁର: ତ୍ରିନାଥ ଗୋମାଙ୍ଗୋ

କୋରାପୁଟ:ରଘୁରାମ ମଚ୍ଛା

ପଟାଙ୍ଗୀ: ଚୈତନ୍ୟ ହନ୍ତାଳ

ମାଲକାନଗିରି: ନରସିଂହ ମାଡକାମୀ

ଭଞ୍ଜନଗର : ପ୍ରଦ୍ୱୀମ୍ୟୁନ କୁମାର ନାୟକ

ଅନୁଗୁଳ : ପ୍ରତାପ ଚନ୍ଦ୍ର ପ୍ରଧାନ