STF ପଞ୍ଝାରେ ବାଘ ଛାଲ ବେପାରୀ, ଡିଲ୍ ବେଳେ ଦୁଇ ଗିରଫ

STF ପଞ୍ଝାରେ ବାଘ ଛାଲ ବେପାରୀ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଗିରଫ ୨ ଜଣ ହେଲେ ଚକରା ବେନାଲ ଓ ପୂର୍ଣ୍ଣଚନ୍ଦ୍ର ବାଗ । ଉଭୟଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।
କଳାହାଣ୍ଡି ଜିଲ୍ଲା ନର୍ଲା ଷ୍ଟେସନ ନିକଟରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଉଭୟଙ୍କୁ କାବୁ କରିଛି ।
ପିତାପଲ୍ଲୀ ଛକରେ ବ୍ୟବସାୟୀଙ୍କ ଠାରୁ ୧୧ଲକ୍ଷ ଟଙ୍କା ଲୁଟ୍, ୪ ଲୁଟେରା ଗିରଫ l