ତାଳଦଣ୍ଡା କେନାଲକୁ ପଶିଗଲା କାର୍
ତାଳଦଣ୍ଡା କେନାଲ ଭିତରକୁ ପଶିଗଲା କାର

ତାଳଦଣ୍ଡା କେନାଲ ଭିତରକୁ ପଶିଗଲା କାର । ପାଣିରେ ବୁଡିଯିବାରୁ କାର୍ ଭିତରେ ଥିବା ୨ ଜଣ ଗୁରୁତର । ଜଣେ ମହିଳା ଗୁରୁତର ଥିବାବେଳେ ଅନ୍ୟ ଜଣେ ପୁରୁଷ ସଂକଟାପନ୍ନ ଥିବା ସୂଚନା ମିଳିଛି । ମାତୃଭବନ-ନୂଆବଜାର ରାସ୍ତାରେ ଯିବାବେଳେ ପଶିଗଲା ।