କଟକ ପାରାଦ୍ୱୀପ ରେଳ ବାତିଲ

କଟକ ପାରାଦ୍ୱୀପ ରେଳ ସେକ୍ସନରେ ପୋଲ ପୁନଃ ନିର୍ମାଣ ପାଇଁ ତା 29.05.2023 ରିଖ (ସୋମବାର) ଦିନ ଦୁଇ ଯୋଡ଼ା ପାସେଞ୍ଜର ବିଶେଷ ଟ୍ରେନ (08407/08408 ଏବଂ 08445/08446) କୁ ବାତିଲ କରାଯାଇ ଅଛି l

କଟକ ପାରାଦ୍ୱୀପ ରେଳ ବାତିଲ

Two pairs of Cuttack-Paradeep-Cuttack (08407/08408 & 08445/08446) Passenger Special Trains to remain cancelled on 29.05.2023 for Safety Related Modernisation Work in connection with Bridge Rebuilding in Cuttack-Paradeep Railway Section.

କଟକ ପାରାଦ୍ୱୀପ ରେଳ ସେକ୍ସନରେ ପୋଲ ପୁନଃ ନିର୍ମାଣ (ବ୍ରିଜ ରିବିଲଡିଙ୍ଗ) କାର୍ଯ୍ୟ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ତା 29.05.2023 ରିଖ (ସୋମବାର) ଦିନ ଦୁଇ ଯୋଡ଼ା ପାସେଞ୍ଜର ବିଶେଷ ଟ୍ରେନ (08407/08408 ଏବଂ 08445/08446) କୁ ବାତିଲ କରାଯାଇ ଅଛି l