ସମ୍ଭାବ୍ୟ ବାତ୍ୟା ପାଇଁ ୫୪ ଟ୍ରେନ ବାତିଲ

ସମ୍ଭାବ୍ୟ ବାତ୍ୟା ପାଇଁ ୫୪ ଟ୍ରେନ ବାତିଲ

ବାତିଲ ଟ୍ରେନ ମଧ୍ୟରେ ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ ରହିଛି । ଏହା ବ୍ୟତୀତ ଭୁବନେଶ୍ବର, ପୁରୀ, ବିଶାଖାପାଟଣାକୁ ସଂଯୋଗ କରୁଥିବା ୧୨ ଟ୍ରେନ୍ ବାତିଲ କରାଯାଇଛି। ଆସନ୍ତା ୩, ୪ ଓ ୫ ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନ ବାତିଲ ହୋଇଛି ।

ବାତିଲ ଟ୍ରେନ ମଧ୍ୟରେ ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ ରହିଛି । ଏହା ବ୍ୟତୀତ ଭୁବନେଶ୍ବର, ପୁରୀ, ବିଶାଖାପାଟଣାକୁ ସଂଯୋଗ କରୁଥିବା ୧୨ ଟ୍ରେନ୍ ବାତିଲ କରାଯାଇଛି। ଆସନ୍ତା ୩, ୪ ଓ ୫ ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନ ବାତିଲ ହୋଇଛି । ଫଳରେ ଆଗାମୀ 3 ଦିନ ଯାତ୍ରା କରିବାକୁ ଥିବା ରେଳ ଯାତ୍ରୀ ମାନେ ୟାତ୍ରା ପୂର୍ବରୁ ବାତିଲ ଟ୍ରେନ ତାଳିକା ଦେଖିବାକୁ ପରାମର୍ଶ ଦେଇଛି ରେଳବାଇ ।