ଏସିବି ଲଜ୍ୟା
କଟକ ବଡ ମେଡିକାଲରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗର ସପ୍ତାହେ ବିତିଗଲାଣି ।

କଟକ ବଡ ମେଡିକାଲରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗର ସପ୍ତାହେ ବିତିଗଲାଣି । ହେଲେ ଏ ଯାଏଁ ଅଭିଯୁକ୍ତ ଡାକ୍ତରଙ୍କ କଲାକାରନାମା ସାମ୍ନାକୁ ଆସିପାରିଲାନି । ନା ଏ ବାବଦରେ ପୁଲିସ କିଛି କହୁଛି ନା ମେଡିକାଲ କର୍ତ୍ତୃପକ୍ଷ କିଛି କହୁଛନ୍ତି । କଣ ନିୟମ ଥିଲା ଓ ଡାକ୍ତର କଣ ଉଲ୍ଲଙ୍ଘନ କରିଥିଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।