ମିଥୁନ୍‌ଙ୍କୁ ବ୍ରେନ୍ ଷ୍ଟ୍ରୋକ୍‌, ହସ୍ପିଟାଲରେ ଭର୍ତ୍ତି

ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହୋଇଛନ୍ତି ।

ମିଥୁନ୍‌ଙ୍କୁ ବ୍ରେନ୍ ଷ୍ଟ୍ରୋକ୍‌, ହସ୍ପିଟାଲରେ ଭର୍ତ୍ତି

ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହୋଇଛନ୍ତି । ଶନିବାର ସକାଳୁ ସେ ପ୍ରଥମେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ତାଙ୍କୁୂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆସିଥିବା ଅପଡେଟ୍ ଅନୁସାରେ ମିଥୁନ୍‌ଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଛି ।