ପୋର୍ଟସାଇଡ୍ ସେଲସ୍ ଆଣ୍ଡ କାଫେ ଲୋକାର୍ପିତ
ପାରାଦ୍ଵୀପ ସର୍କିଟ ହାଉସ ପରିସରରେ ସ୍ଥାପିତ ପୋର୍ଟସାଇଡ୍ ସେଲସ୍ ଆଣ୍ଡ କାଫେ ଉଦଘାଟିତ
ମିଶନ ଶକ୍ତି, ଓରମାସ୍ ଓ ପିପିଏଲ,ପାରାଦ୍ଵୀପ ମିଳିତ ସହଯୋଗରେ ପାରାଦ୍ଵୀପ ଠାରେ ସ୍ଥାପିତ ପୋର୍ଟସାଇଡ୍ ସେଲସ୍ ଆଣ୍ଡ କାଫେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର,ଭାପ୍ରସେଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲାପାଳ,ଜଗତସିଂହପୁର, ସଚିବ,ପାରାଦ୍ଵୀପ ବନ୍ଦର ପ୍ରାଧିକରଣ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଆଇଓସିଏଲ୍, ମୁଖ୍ୟ ଉତ୍ପାଦନ ଅଧିକାରୀ,ପିପିଏଲ, ଅତିରିକ୍ତ ଜିଲ୍ଲାପାଳ,ପାରାଦ୍ଵୀପ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହି ସେଲ୍ସ ଆଉଟଲେଟ ରେ ବିଭିନ୍ନ ଉତ୍ପାଦିତ ସାମଗ୍ରୀ ସମେତ ଖାଦ୍ୟ ପଦାର୍ଥ ର ସମ୍ଭାର ମଧ୍ୟ ଉପଲବ୍ଧ
ପାରାଦୀପ ରୁ ଲାଲା ବିନୟ କୁମାର ରାୟ ଙ୍କ ରିପୋର୍ଟ