ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ମମିତାଙ୍କ ପରିବାର ପାଇବେ ୧୦ ଲକ୍ଷର ସହାୟତା ରାଶି ।

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ମମିତାଙ୍କ ପରିବାର ପାଇବେ ୧୦ ଲକ୍ଷର ସହାୟତା ରାଶି । ସହାୟତା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ନିଷ୍ପତ୍ତି ନିଆଯାଇଛି । ସହାୟତା ପାଇବାକୁ ମମିତାଙ୍କ ଭାଇ ଆବେଦନ କରିଥିଲେ ।