ONM_News

ONM_News

Last seen: 1 year ago

Copy Editor Of Onm

Member since Apr 18, 2023 pandasubhashree6363@gmail.com

Following (0)

Followers (1)

State

ପୂଜା ପେଣ୍ଡାଲକୁ ମୋହନଙ୍କ ସରପ୍ରାଇଜ୍ ଗିଫ୍ଟ

ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ସମସ୍ତ ଦୁର୍ଗା ପୂଜା ପେଣ୍ଡାଲଗୁଡ଼ିକରୁ ଭଡ଼ା ଛାଡ଼

State

ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀରେ ରାଷ୍ଟ୍ରପତି ସକାଳ ଧୂପ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିବେ।

Bhubaneswar

ପୁଣି ସାଲିଆ ସାହିରେ ଠାବ ହେଲା ଚୋରା ଦେଶୀ ମଦଭାଟି

ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍

Bhubaneswar

ଥାନାରେ ପଢ଼ାଇଲେ ଆଇନର ପାଠ

ଥାନାରେ ପୋଲିସକୁ ମହିଳାଙ୍କ ଦୁର୍ବ୍ୟବହାର ଅଭିଯୋଗ

State

କେନ୍ଦ୍ର ପରେ ରାଜ୍ୟ ବି ବଢ଼ାଇବ ମାଗଣା ଚାଉଳ ଅବଧି: ଖାଦ୍ୟ ଯୋଗାଣ...

କେନ୍ଦ୍ର ପରେ ରାଜ୍ୟ ବି ବଢାଇବ ମାଗଣା ଚାଉଳ ଅବଧି । ୨୦୨୮ ପର୍ଯ୍ୟନ୍ତ ବଢିଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

Entertainment

୭୦ ବର୍ଷରେ ପାଦ ଥାପିଲେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ରେଖା

ଆଜି ବଲିଉଡର ଏହି ଷ୍ଟାଇଲିସ୍ ଅଭିନେତ୍ରୀଙ୍କ ଜନ୍ମଦିନ

Mayurbhanj

ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ

ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ

Sports

ଭୁବନେଶ୍ୱରରେ ଗୋଲଡେନ ବୟ ନୀରଜ ଚୋପ୍ରା

ବ୍ୟାକ୍ ଟୁ ବ୍ୟାକ୍ ଅଲିମ୍ପିକ ମେଡାଲ ବିଜେତା ନୀରଜ ଚୋପ୍ରାକୁ ଭୁବନେଶ୍ୱରରେ କରାଯାଇଛି ଜୋରଦାର ସ୍ୱାଗତ

Politics

ଅମରଙ୍କ ବିସ୍ଫୋରକ ମନ୍ତବ୍ୟ

ବିଜେଡ଼ିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ବିସ୍ଫୋରକ ମନ୍ତବ୍ୟ ପ୍ରଦାନ କରିଛନ୍ତି

Politics

ବିଜେଡି ଛାଡିଲେ ପ୍ରକାଶ ବେହେରା

ବିଜେଡି ଛାଡଛନ୍ତି ପ୍ରକାଶ ବେହେରା

National

ମୃତ୍ୟୁ ପରେ ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନ ଦେବା ପ୍ରସ୍ତାବ...

ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ହଠାତ୍ ରକ୍ତଚାପ କମିଯିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

National

ରତନ ଟାଟାଙ୍କ ଦେହାନ୍ତ ଖବର ପାଇ ଏଭଳି ପୋଷ୍ଟ କଲେ ସିମି ଗରେୱାଲ

ତାଙ୍କ ବିୟୋଗରେ ସାରା ଦେଶ ଆଜି ଶୋକପ୍ରକାଶ କରୁଥିବା ବେଳେ ଏବେ ତାଙ୍କ ପୂର୍ବ ପ୍ରେମିକା ତଥା ବଲିଉଡ ଅଭିନେତ୍ରୀ ସିମି ଗରେୱାଲଙ୍କ ପ୍ରତିକ୍ରିୟା ସାମ୍ନାକୁ...

State

ଆଜି ଜଗଜ୍ଜନନୀ ମା' ଦୁର୍ଗାଙ୍କ ଧରାବତରଣ

ପାର୍ବଣ ମହକରେ ପୂରି ଉଠିଲାଣି ସହର ବଜାର। ଚମକିଲାଣି ମେଢ ସାଙ୍ଗକୁ ରଙ୍ଗିନ ଆଲୋକର ଫୁଆରା

State

୨୦୨୮ ଶେଷ ପର୍ଯ୍ୟନ୍ତ ମାଗଣା ମିଳିବ ରାସନ ଚାଉଳ

୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ ।

Politics

ହରିୟାଣାରେ ବିଜେପି ବିଜୟର ସୂତ୍ରଧର

ଦଳ ମନୋହର ଲାଲ୍ ଖଟ୍ଟରଙ୍କୁ ଦୂରେଇ ରଖି ଲୋକଙ୍କ ଅସନ୍ତୋଷଙ୍କୁ ପ୍ରଶମିତ କରିଥିଲା, ସେହିପରି ନିର୍ମଳ ଭାବମୂର୍ତ୍ତି ସଂପନ୍ନ ନାୟବ ସିଂହ ସାଇନିଙ୍କୁ ଆଣିଥିଲା...

State

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି

ଦଶହରା ପୂର୍ବରୁ ସରକାରୀ କର୍ମଚାରୀମାନଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

State

ନିର୍ମାଣାଧୀନ ହୋଟେଲର ଛାତ ଭୁଶୁଡ଼ି ଜଣେ ମୃତ, ୨ ଗୁରୁତର

ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଦୁଇଟି ଯାକ ହାତ କଟି ଯାଇଛି।

State

ସୁଭଦ୍ରା ଟଙ୍କା ପାଇନଥିବା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା

୧୭୫୦ କୋଟିର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିଛି।