୫ଟି କୁ ସମାଲୋଚନା କଲେ ବିଜୟ

ରାଜ୍ୟ ସରକାରଙ୍କ ୫ଟିକୁ କଡା ସମାଲୋଚନା କଲେ ବିଜୟ ପଟ୍ଟନାୟକ । କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମାଲୋଚନା ।

୫ଟି କୁ ସମାଲୋଚନା କଲେ ବିଜୟ

ରାଜ୍ୟ ସରକାରଙ୍କ ୫ଟିକୁ କଡା ସମାଲୋଚନା କଲେ ବିଜୟ ପଟ୍ଟନାୟକ । କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମାଲୋଚନା । ଟ୍ରାନ୍ସପରେନ୍ସି କଥା କହୁଛନ୍ତି ହେଲେ କୌଣସି ଖର୍ଚ୍ଚର ଉତ୍ତର ଦେଉନାହାନ୍ତି । ୧୮ ମାସ ଷ୍ଟାଡିୟମ କରିଦେଲେ କିନ୍ତୁ ଲୋକଙ୍କୁ ପାଣି ଦେଇପାରୁନାହାନ୍ତି ।

ନବରଙ୍ଗପୁର ବୃଦ୍ଧା ଚୌକି ଧରି ବ୍ୟାଙ୍କ ଗଲେ ଟେକ୍ନୋଲୋଜି ଜଣାପଡିବ । ସ୍କୁଲରେ କଠୋରୀ ନାହିଁ କାନ୍ଥ ରଙ୍ଗ ବଦଳାଇ ଟ୍ରାନ୍ସଫର୍ମେସନ କରୁଛନ୍ତି । ଟିମୱାର୍କରେ ସରକାରୀ କଳ ଏକଜୁଟ ହୋଇ ବିଜେଡିକୁ ବିଜୟ ଉଦ୍ୟମ କରୁଛନ୍ତି । ସରକାର ମିଥ୍ୟା ପ୍ରଚାର ଚଳାଇଛନ୍ତି ଏବଂ ଆମେ ତା ବିରୋଧରେ ଆମ ସ୍ୱର ଉତ୍ତୋଳନ କରିବୁ ପଟ୍ଟନାୟକ ।