ବିଶ୍ଵ ପରିବେଶ ଦିବସ
ପାରାଦୀପ ରେ ଆଦର୍ଶ ପ୍ରୟାସ ପକ୍ଷରୁ ସାଇକେଲ ଶୋଭାଯାତ୍ରା

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆଦର୍ଶ ପ୍ରୟାସ ପକ୍ଷରୁ ପାରାଦୀପ ବେଳାଭୂମି ରୁ ଏକ ସାଇକେଲ ଶୋଭାଯାତ୍ରା ଭରାରୀ ପାରାଦୀପ ସହର ପରିକ୍ରମା କରି ଅନ୍ତେବାସୀ ମାନଙ୍କୁ ପରିବେଶ ସୁରକ୍ଷା ସମ୍ବନ୍ଧିତ ସଚେତନ ବାର୍ତା ବାଣ୍ଟିଥିଲେ।
ଅମୀୟ ପ୍ରସାଦ ଦାସ,ଦେବକଲ୍ୟାଣ ମହାପାତ୍ର,ଦେବୀପ୍ରସାଦ ସାହୁ ,ବିଷ୍ଣୁଚରଣ ମୁଦୁଲି,ଦେବ ମଣ୍ଡଳ,ଭଂଜକିଶୋରେ ମଲ୍ଲିକ ,ରାଜକିଶୋର କାଣ୍ଡି,ନିହାର ରଞ୍ଜନ ବାରିକ, ଜଗଦୀଶ ମଣ୍ଡଳ,କବିନ୍ଦ୍ର ସେଠି, ପ୍ରକାଶ ପ୍ରଧାନ,ନରେନ ବର୍ମାନ,କୈବଲ୍ୟ ସାହୁ, ରାଜେଶ ସାହୁ,ପ୍ରକାଶ ବାରିକ,ଦେବବ୍ରତ ପତି,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦିତ କରିଥିଲେ।