ଶବ ନୁହେଁ, ଗନ୍ଧାଉଥିଲା ଅଣ୍ଡା
ବଗିରୁ ଶବ ନୁହେଁ, ବାହାରିଲା ପଚା ଅଣ୍ଡା ।

ବଗିରୁ ଶବ ନୁହେଁ, ବାହାରିଲା ପଚା ଅଣ୍ଡା । ବଗିରେ ନଥିଲା ମୃତଦେହ । କିଛିଦିନ ହେବ ବଗିରୁ ଦୁର୍ଗନ୍ଧ ବାହରୁଥିବାରୁ ବଗି ମଧ୍ୟରେ ଆହୁରି ମୃତଦେହ ଥିବା ଅଭିଯୋଗ କରିଥିଲେ ଲୋକ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ, ତହସିଲଦାର, NDRF ଟିମ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବଗି ଖୋଲାଯାଇଥିଲା । ବଗି ଖୋଲିବା ପରେ ସେଥିରୁ ମୃତଦେହ ନୁହେଁ, ବରଂ ପଚାସଢା ଅଣ୍ଡା ବାହାରିଛି ।