ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ସ୍କୁଲ ରେ ଗୁରୁ ଦିବସ ପାଳିତ

ଗୁରୁଙ୍କ ବିନା ଶିକ୍ଷା ଅଧୁରା ଆଜି ସେପ୍ଟେମ୍ବର 5 ତାରିଖ ଭାରତର ମହାନ ଶିକ୍ଷାବିତ୍ ଓ ଦ୍ୱିତୀୟ ରାଷ୍ଟ୍ରପତି ଡ଼କ୍ଟର ସର୍ବପଲି ରାଧାକ୍ରିଷ୍ଣଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କର ସ୍ମୁତିରେ ସାରା ଦେଶରେ ଗୁରୁଦିବସ ପାଳନ କରାଯାଉଛି ଗୁରୁଙ୍କ ପ୍ରତି ସନ୍ମାନ ଓ ଭଲ ପାଇବା ଉର୍ତ୍ସବ ର ପର୍ବ ଗୁରୁଦିବସ ଏଥିଲାଗି ଆଜି ବିଭିନ୍ନ ଶିକ୍ଷାଅନୁଷ୍ଠାନ ରେ ଛାତ୍ର, ଛାତ୍ରୀ ମାନେ ନିଜେ ନିଜର ଗୁରୁଙ୍କୁପୂଜା କରିବା ସହିତ ଭିର୍ନଭିର୍ନ କାର୍ଯ୍ୟକ୍ରମ କରିଥାନ୍ତି କେଉଁଠି ଗୁରୁ ପୂଜନ ମଧ୍ୟ କରାଯାଇଥିଲା
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ