Ganjam

୮ ଘଣ୍ଟା ପରେ ସମୁଦ୍ରରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ

ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି।

ସିଙ୍ଗାପୁରକୁ ବିମାନ ସେବା ଆରମ୍ଭରେ ଯାତ୍ରୀ ହେବେ ଏସ୍ଏଚଜି ସଦସ୍ୟା

ଆସନ୍ତା ୩ ତାରିଖରେ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁରକୁ ବିମାନ ଚଳାଚଳ ଆରମ୍ଭ ହେବ।

ସ୍ତ୍ରୀକୁ ହାଣିଲା ସଇତାନ ସ୍ୱାମୀ

ଟଙ୍କା ନଦେବାରୁ ସ୍ତ୍ରୀକୁ ହାଣିଦେଲା ସଇତାନ ସ୍ୱାମୀ

ମାଲ୍ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ

ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ ମାଲ୍ ବୋଝେଇ ଟ୍ରେନ୍ ଛତ୍ରପୁର ସହର ଉପକଣ୍ଠରେ ଗୁରୁବାର ଲାଇନଚ୍ୟୁତ ହୋଇଛି।

ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସମ୍ପ୍ରସାରଣ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ...

ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ଏବେ ନିୟମିତ ବ୍ୟବଧାନରେ ଛୋଟ ବିମାନ ଭୁବନେଶ୍ବର ଅଭିମୁଖେ ଚଳାଚଳ କରୁଛି

ବିରୁଡ଼ି ଆକ୍ରମଣରେ କୁଡୁତାଇ ସରପଞ୍ଚଙ୍କ ମୃତ୍ୟୁ

ବିରୁଡ଼ି ଆକ୍ରମଣରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୁଡୁତାଇ ସରପଞ୍ଚ ସନତ କୁମାର ପ୍ରଧାନ (୩୮)ଙ୍କ ମୃତ୍ୟୁ ଘଟିଛି।

ଘରେ ବସିଥିଲେ ବଜ୍ରଘାତରେ ଯୁବତୀ ମୃତ

ବଜ୍ରାଘାତରେ ଚାଲିଗଲା ଯୁବତୀଙ୍କ ଜୀବନ

ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ସିନିଅର ରେଭିନ୍ୟୁ...

ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ଵ ସହାୟକ ସ୍ଵାତି ସୁଚରିତା ପାତ୍ର

୫ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଓ ଶେରଗଡ ବ୍ଲକ୍ ଗସ୍ତ

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ ଓ ସମୀକ୍ଷା

ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଖଲିକୋଟ ରେଳ ଷ୍ଟେସନ ନୀରିକ୍ଷଣ,...

ଷ୍ଟେସନରେ ଆବଶ୍ୟକ ଯାତ୍ରୀ ସୁବିଧା ଯୋଗାଇବା ପାଇଁ ରେଳ ଅଧିକାରୀଙ୍କୁ ପରାମର୍ଶ Advised Railway officials to provide necessary passenger amenities...

ଭଞ୍ଜନଗର ଯାତ୍ରା ଆରମ୍ଭ: ରାତିରେ ଆସିବେ ମା’ ଠାକୁରାଣୀ

ଆଜି ଠାରୁ ଆରମ୍ଭ ହୋଇଛି ଭଞ୍ଜନଗର ସହରର ୨୧ ଦିନିଆ ମା’ ଠାକୁରାଣୀ ଯାତ୍ରା।

ମିଲେଟ୍‌ ମିଶନ୍‌ ଓ ମିଶନ୍‌ ଶକ୍ତି ମିଳିତ ବିକ୍ରୟ କେନ୍ଦ୍ର ଉଦଘାଟିତ

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ଶସ୍ୟ ଜାତୀୟ ଖାଦ୍ୟ ସାମଗ୍ରୀ ବିକ୍ରି ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ୍‌ ଓ ମିଶନ୍‌ ଶକ୍ତି ମିଳିତ...

ଦେଶରେ ଗଞ୍ଜାମ ସୃଷ୍ଟି କଲା ଉଦାହରଣ

ରାଜ୍ୟର ୫୨ ଜଙ୍ଗଲ ଗାଁ ହେଲା ରାଜସ୍ବ ଗ୍ରାମ, ଦେଶରେ ଗଞ୍ଜାମ ସୃଷ୍ଟି କଲା ଉଦାହରଣ

ମେସିନ କରୁଛି କାମ

ସରକାର ଗ୍ରାମାଞ୍ଚଳର ଗରିବ ଶ୍ରେଣୀର ଖଟିଖିଆ, ଦିନ ମଜୁରିଆ, ପ୍ରବାସୀମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ୧୦୦ ଦିନିଆ କାମ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ...

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ,

ଛତ୍ରପୁର, ହିଞ୍ଜିଳି, ଓ କବିସୂର୍ୟନଗରରେ ସାଧାରଣ ସଭା, ଉଦବୋଧନ,  ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ , ୨୦ ହଜାର ଳୋକଙ୍କୁ ଗ୍ରାମ କଣ୍ଠ ଜମି...

ଭାରସାମ୍ୟ ହରାଇ ଓଲଟିଲା ଅଟୋ ମହିଳା ଓ ଶିଶୁଙ୍କ ସହ ୮ ଆହତ

୧୬ ନମ୍ୱର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ। ଫଳରେ ଆଠ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିବା ଜଣା ପଡ଼ିଛି।...

I Love Ganjam