ଚୀନ୍‌ରେ ଭୟ ବଢାଇଲା ଆଉ ଏକ ମହାମାରୀ

କରୋନାର କରାଳ ରୂପ ଦେଖି ଛାନିଆ ହୋଇଥିଲା ସାରା ବିଶ୍ୱ ।

ଚୀନ୍‌ରେ ଭୟ ବଢାଇଲା ଆଉ ଏକ ମହାମାରୀ

କରୋନାର କରାଳ ରୂପ ଦେଖି ଛାନିଆ ହୋଇଥିଲା ସାରା ବିଶ୍ୱ । ଦୋହଲି ଯାଇଥିଲା ପ୍ରତିଟି ଲୋକଙ୍କ ମେରୁଦଣ୍ଡ । ଖାସ୍ କରି ଚୀନରେ ଏହା ନେଇଥିଲା ଘତକ ରୂପ । କାରଣ ଏଠାରୁ ଉତ୍ପତ୍ତି ହୋଇଥିଲା କରୋନା । ଏହି ଦଃଖ ମନରୁ ନଲିଭୁଣୁ ଏବେ ପୁଣିଥରେ ଚୀନର ଉଭା ହୋଇଛି ନୂଆ ରୋଗ ।