ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିକୋ ଠାରେ ବହୁ ଆଡ଼ମ୍ବର ସହିତ ପାଳନ କରା ଯାଇଛି ସ୍ୱାଧୀନତା ଦିବସ

୭୭ ତମ ସ୍ବାଧିନତା ଦିବସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିକୋ ଠାରେ ବହୁ ଆଡ଼ମ୍ବର ସହିତ ପାଳନ କରା ଯାଇଛି

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିକୋ ଠାରେ ବହୁ ଆଡ଼ମ୍ବର ସହିତ ପାଳନ କରା ଯାଇଛି ସ୍ୱାଧୀନତା ଦିବସ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିକୋ ଠାରେ ବହୁ ଆଡ଼ମ୍ବର ସହିତ ସ୍ଵାଧିନତା ଦିବସ ପାଳନ କରାଯାଇଅଛି,ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଦ୍ୟାଳୟର ଉପଦେଷ୍ଟା ଗୋପାଳ ଚନ୍ଦ୍ର ଦାସ , ସଭାପତି ପ୍ରସାନ୍ତ କୁମାର ସାହୁ,ଜି ବି ସଭାପତି ଡମ୍ବରୁଧର ହରଣ ସିଂହ, ଅଧ୍ୟାପକ ବେଣୁଧର ବଳିୟାର ସିଂହ ଏବଂ ସମସ୍ତ ଅଧ୍ୟାପକ /ଅଧ୍ୟାପିକା, ଛାତ୍ର / ଛାତ୍ରୀ ଅଂଶ ଗ୍ରହଣ କରିଥିଲା ଏହି ପରିପ୍ରେକ୍ଷୀରେ କୃତ୍ତି ଛାତ୍ର/ଛାତ୍ରୀ ତଥା ବିଦ୍ୟାଳୟରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ