ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପ୍ରତିକ୍ରିୟା
ଓଡିଶାରେ ବିଜେଡି ବିଜେପି ସର୍ମ୍ପକକୁ ନେଇ ର୍ଚ୍ଚା ପ୍ରସଙ୍ଗ ଜୋର ଧରିଛି

ଓଡିଶାରେ ବିଜେଡି ବିଜେପି ସର୍ମ୍ପକକୁ ନେଇ ର୍ଚ୍ଚା ପ୍ରସଙ୍ଗ ଜୋର ଧରିଛି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପ୍ରତିକ୍ରିୟା । ମୋତେ ଲାଗୁଛି ଓଡିଶାରେ ମେଣ୍ଟ ହେଲା ଭଳି କୌଣସି କଥା ନାହିଁ । ଏବେ ନାହିଁ କି ଆଗକୁ ବି ମେଣ୍ଟ ହେବନି ବୋଲି ଲାଗୁଛି ବୋଲି କହିଛନ୍ତି ଅର୍ଜୁନ ମଣ୍ଡା । ରାଜ୍ୟରେ ବିଜେପିର ସ୍ଥିତି ଭଲ, ଏବଂ ୨୦୨୪ରେ ମଧ୍ୟ ଭଲ ପ୍ରଦର୍ଶନ କରିବ ।