ପୁଣି ଭୂକମ୍ପ ଝଟକାରେ ଦୋହଲିଲା ଦିଲ୍ଲୀ-ଏନସିଆର

ଦିଲ୍ଲୀ -ଏନସିଆରରେ ପୁଣି ଅନୁଭୂତ ହେଲା ଭୂକମ୍ପ ଝଟକା ।

ପୁଣି ଭୂକମ୍ପ ଝଟକାରେ ଦୋହଲିଲା ଦିଲ୍ଲୀ-ଏନସିଆର

ଦିଲ୍ଲୀ -ଏନସିଆରରେ ପୁଣି ଅନୁଭୂତ ହେଲା ଭୂକମ୍ପ ଝଟକା । ସୋମବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ୫.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହେଇଛି । ତେବେ ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ନେପାଳ ବୋଲି କୁହାଯାଉଛି । ତେବେ ଗତ ଚାରି ଦିନ ଭିତରେ ଦିଲ୍ଲୀ-ଏନସିଆରରେ ଏହା ଦ୍ୱିତୀୟ ଭୂକମ୍ପ ଝଟକା ଅନୁଭୂତ ହେଇଛି ।